ଯଦି କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ କୌଣସି ପକ୍ଷୀବଳି ଉତ୍ସର୍ଗ କରିବ, ତବେେ ତାହା କପୋତ କିମ୍ବା ପାରା ଶାବକ ହାଇେଥିବ।
Cross references
ସଦାପ୍ରଭୁ ଉତ୍ତର ଦେଲେ, ତୁମ୍ଭେ ଏକ ତିନି ବର୍ଷର ବାଛୁରୀ, ଗୋଟିଏ ତିନି ବର୍ଷର ମାଇ ଛଳେି, ଗୋଟିଏ ତିନି ବର୍ଷର ମେଣ୍ଢା, ଗୋଟିଏ କପୋତ ଏବଂ ଗୋଟିଏ ୟୁବା କପୋତ ମାେ ନିକଟକୁ ଆଣ।
ଯଦି ସେ ମଷେ ଶାବକ ଦବୋକୁ ଅକ୍ଷମ ଦବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।
ତା'ପରେ ଯାଜକ ବିଧି ଅନୁସାରେ ଦ୍ବିତୀୟ ପକ୍ଷୀକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା'ର କୃତ ପାପ ନିମନ୍ତେ ଯାଜକ ଦ୍ବାରା ପ୍ରାଯଶ୍ଚିତ ପ୍ରପ୍ତ ହବେ ଏବଂ ପରମେଶ୍ବର ତାକୁ କ୍ଷମା କରିବେ।
ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।
ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।
ପ୍ରଭୁଙ୍କ ନିୟମ ରେ ଆହୁରି ମଧ୍ଯ ଲଖାେଅଛି: ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ଯ ବଳି ଦବୋକୁ ହବେ। ତେଣୁ ଏହି ବ୍ଯବସ୍ଥା ଅନୁସାରେ ବଳି ଦବୋ ନିମନ୍ତେ ୟୋ ସଫେ ଓ ମରିୟମ ୟିରୂଶାଲମକୁ ଗଲେ।
ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।