Home Bibles ☰ Books ଦିତୀୟ ଶାମୁୟେଲ 1:9 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 1:9 · ଓଡ଼ିଆ ବାଇବେଲ

ତା'ପରେ ଶାଉଲ କହିଲେ, 'ତୁମ୍ଭେ ମାେତେ ହତ୍ଯା କର। କାରଣ ମୁ ବଡ ୟନ୍ତ୍ରଣା ପାଉଛି। ତଥାପି ମାେ ପ୍ରାଣ ସଐୂର୍ଣ ରହିଅଛି।'

Cross references

ବିଚାରକର୍ତାମାନଙ୍କ ବିବରଣ 9:54

ତେଣୁ ସେ ତାଙ୍କର ଅସ୍ତ୍ରବାହକ ୟକ୍ସ୍ଟବକକକ୍ସ୍ଟ ଡାକି କହିଲା, ସଙ୍ଗେ ସଙ୍ଗେ ତୁମ୍ଭର ଖଡ୍ଗ ବାହାର କରି ମାେତେ ହତ୍ଯା କର। ଯେଉଁଥିପାଇଁ କହେି କହିବେ ନାହିଁ, 'ଜଣେ ସ୍ତ୍ରୀ ଅବୀମଲକେକକ୍ସ୍ଟ ହତ୍ଯା କଲା।' ତେଣୁ ତା'ର ଗ୍ଭକର ତାଙ୍କୁ ଭକ୍ସ୍ଟଷି ଦିଅନ୍ତେ, ମଲା।

ପ୍ରଥମ ଶାମୁୟେଲ 31:4

ଶାଉଲ ତାଙ୍କର ଅସ୍ତ୍ରବାହକଙ୍କକ୍ସ୍ଟ କହିଲେ, ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ତା ରେ ମାେତେ ହତ୍ଯା କର। ତା ହେଲେ ଅସକ୍ସ୍ଟନ୍ନତ ଲୋକମାନେ ଆସି ମାେତେ ଗାଳି ଦବେେ ନାହିଁ କିମ୍ବା ହତ୍ଯା କରିପାରିବେ ନାହିଁ। କିନ୍ତୁ ଶାଉଲର ଅସ୍ତ୍ରବାହକ ଦାସ ବହକ୍ସ୍ଟତ ଭୟଭିତ ହାଇଗେଲା ଏବଂ ଶାଉଲଙ୍କକ୍ସ୍ଟ ହତ୍ଯା କରିବାକୁ ମନା କଲା।

ପ୍ରଥମ ବଂଶାବଳୀ 10:4

ଏହାପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, ତୁମ୍ଭର ଖଡ୍ଗ ବାହାର କର ଓ ମାେତେ ସେଥି ରେ ବଧ କର। ତବେେ ସହେି ଅସୁନ୍ନତ ବିଦେଶୀମାନେ ଆସି ମାରେ ଉପହାସ କରିପାରିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:6

ସହେି ସମୟରେ ଲୋକମାନେ ମରଣ ଚାହିଁଲେ, କିନ୍ତୁ ମରିପାରିବେ ନାହିଁ। ମରଣ ଖାଜେିବା ସତ୍ତ୍ବେ ମରଣ ସମାନଙ୍କେୁ ମିଳିବ ନାହିଁ।

Interlinear

Choose Theme