ଏହାପରେ ଯେତବେେଳେ ପ୍ରଭାତ ହବେ, ନଗରକକ୍ସ୍ଟ ଆକ୍ରମଣ କର। ସେ ଓ ତା'ର ଲୋକମାନଙ୍କ ସହିତ ଯେତବେେଳେ ବାହାରି ଆ ସେ, ତକ୍ସ୍ଟମ୍ଭ ଦ୍ବାରା ଯେପରି ହବେ ସହେିପରି କର।
Cross references
ଯଦି ସହେି ବ୍ଯକ୍ତିର ନିକଟ ସଂପର୍କୀଯ କହେି ତା'ର ଭୂମି ମୁକ୍ତ କରିବାକୁ ନ ଥାଏ, ତବେେ ସେ ନିଜେ ଅଧିକ ଧନ ଲାଭ କଲାପରେ ତା'ର ଭୂମି ମୁକ୍ତ କରିବ।
ସମ୍ଭବତଃ ସହେି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ବର ତକ୍ସ୍ଟମ୍ଭ ସହିତ ଅଛନ୍ତି।
ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ ସତ କହିବେ। ମାରେ ୟକ୍ସ୍ଟବକ ଲୋକମାନଙ୍କୁ ଦୟାକର। ଆମ୍ଭମାନେେ ଏହି ଖକ୍ସ୍ଟସି ସମୟରେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛକ୍ସ୍ଟ। ବିନଯ କରୁଅଛକ୍ସ୍ଟ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ ଦାଉଦ ପାଇଁ ଏହା କର।
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।