ଏହାପରେ ଗିଦ୍ଦିୟୋନ ପର୍ବତମଯ ଦେଶ ଇଫ୍ରଯିମକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, ଓହ୍ଲାଇ ଆସ ଏବଂ ମିଦିଯନୀମାନଙ୍କ ସୈନ୍ଯଗଣକକ୍ସ୍ଟ ଆକ୍ରମଣ କର। ୟର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ୟ୍ଯନ୍ତ ନିଜ ନିଯନ୍ତ୍ରଣକକ୍ସ୍ଟ ଆଣ। ମିଦିଯନୀଯମାନେ ସଠାେରେ ପହଞ୍ଚିବା ପୂର୍ବରକ୍ସ୍ଟ ଏପରି କର।
Cross references
ଏହୂଦଦ୍ ଯେତବେେଳେ ସିଯୀରା ରେ ପହଁଞ୍ଚିଲେ, ସେ ଇଫ୍ରଯିମ ପର୍ବତମଯ ଦେଶ ରେ ତୂରୀ ବଜାଇଲେ। ଇଶ୍ରାୟେଲ ସନ୍ତାନଗଣ ତୂରୀର ଶଦ୍ଦଶକ୍ସ୍ଟଣି ପର୍ବତରକ୍ସ୍ଟ ଓହ୍ଲାଇ ଆସିଲେ। ଏହୂଦ୍ ସମାନଙ୍କେର ନତେୃତ୍ବ ନେଲେ।
ଏହୂଦ୍ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ କହିଲେ, ମାେତେ ଅନକ୍ସ୍ଟସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତୃ ମାଯାେବୀଯ ଲୋକମାନଙ୍କୁ, ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିଅଛନ୍ତି।
ଠିକ୍ ସହେିପରି, ପରମେଶ୍ବର ତୁମ୍ଭମାନଙ୍କ ହସ୍ତ ରେ ମିଦିଯନର ଓ ରେବ୍ ଓ ସେବ୍ ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ସମର୍ପଣ କଲେ, କିନ୍ତୁ ମାରେ ସଫଳକକ୍ସ୍ଟ ତକ୍ସ୍ଟମ୍ଭ ସହିତ କିପରି ତକ୍ସ୍ଟଳନା କରିବି? ତେଣୁ ସମାନେେ ଶାନ୍ତ ହାଇଗେଲେ ଏବଂ ସମାନେେ ଗିଦ୍ଦିୟୋନଙ୍କ କଥା ରେ ଶାନ୍ତ ହେଲେ।
ଗିଲିଯଦର ଲୋକମାନେ ୟର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକକ୍ସ୍ଟ ନିଜ କବଳକକ୍ସ୍ଟ ନଇଗେଲେ। ଯେଉଁଠା ରେ ଲୋକମାନେ ୟର୍ଦ୍ଦନ ପାର ହକ୍ସ୍ଟଅନ୍
ଏହି ସବୁ ଘଟଣା ୟର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମ ରେ ଘଟିଥିଲା। ଏହି ସ୍ଥାନ ରେ ଯୋହନ ଲୋକମାନଙ୍କୁ ବାପ୍ତଜିତ କରୁଥିଲେ।
ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ୟିଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଅନୁ ରଧେ କରେ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ମାେ ପାଇଁ ପ୍ରାର୍ଥନା କରିବା ଦ୍ବାରା ମାେତେ ସାହାୟ୍ଯ କର। ତୁମ୍ଭମାନେେ ପ୍ରଭୁ ୟିଶୁ ଓ ଆତ୍ମାର ପ୍ ରମେ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।
ଖ୍ରୀଷ୍ଟଙ୍କ ସୁସମାଚାର ଯୋଗ୍ଯ ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହାଦ୍ବାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂର ରେ ଥାଏ ; ତୁମ୍ଭ ବିଷୟ ରେ ଶୁଣିବି ଯେ ତୁମ୍ଭମାନେେ ଏକ ଉଦ୍ଦେଶ୍ଯ ରେ, ଏକମନ ହାଇେ, ସୁସମାଚାରରୁ ଉତ୍ପନ୍ନ ବିଶ୍ବାସ ପାଇଁ ଦୃଢ଼ ଭାବରେ କାର୍ୟ୍ଯ କରୁଛ।