Home Bibles ବିଚାରକର୍ତାମାନଙ୍କ ବିବରଣ 7:23 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 7:23 · ଓଡ଼ିଆ ବାଇବେଲ

ଏହାପରେ ସୈନ୍ଯମାନେ, ଯେଉଁମାନେ କି ନଲ୍ଗାଲି ପରିବାରବର୍ଗ ଆଶରେ ଏବଂ ମନଃହସ ଥିଲେ, ସମାନେେ ଏକତ୍ରୀତ ହାଇେ ମିଦିଯନୀଯମାନଙ୍କ ପଛ ରେ ଗୋଡ଼ାଇଲେ।

Cross references

ଲେବୀୟ ପୁସ୍ତକ 26:7

ତୁମ୍ଭମାନେେ ତୁମ୍ଭମାନଙ୍କ ଶତୃକୁ ଘଉଡାଇ ଦବେ। ସମାନେେ ତୁମ୍ଭମାନଙ୍କର ଖଡ୍ଗ ରେ ଧରାଶାଯୀ ହବେେ।

ବିଚାରକର୍ତାମାନଙ୍କ ବିବରଣ 6:35

ଗିଦ୍ଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକକ୍ସ୍ଟ ଦୂତ ପଠାଇଲେ। ସହେି ଦୂତମାନେ ସମାନଙ୍କେୁ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହବୋକକ୍ସ୍ଟ କହିଲେ। ଆଶରେ, ସବୂଲୂନ ଏବଂ ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ନିକଟକକ୍ସ୍ଟ ସହେି ବାର୍ତ୍ତା ପଠାଗଲା। ତେଣୁ ସହେିସବୁ ପରିବାରବର୍ଗମାନେ ମଧ୍ଯ ଗିଦ୍ଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗ ଦବୋକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 14:21

ଯେଉଁ ଏବ୍ରୀଯମାନେ ପଲେଷ୍ଟୀୟମାନଙ୍କ ଛାଉଣୀ ରେ ସବୋ କରୁଥିଲେ। ବର୍ତ୍ତମାନ ସମାନେେ ମଧ୍ଯ ଶାଉଲ ଓ ଯୋନାଥନ ସହିତ ଥିବା ଇଶ୍ରାୟେଲ ଲୋକଙ୍କ ୟୋଗ ଦେଲେ।

ପ୍ରଥମ ଶାମୁୟେଲ 14:22

ସହେି ଇଶ୍ରାୟେଲୀୟ ଯେଉଁ ସୈନ୍ଯମାନେ ଇଫ୍ରଯିମ ପର୍ବତମଯ ଅଞ୍ଚଳ ରେ ଲକ୍ସ୍ଟଚି ଥିଲେ, ସମାନେେ ମଧ୍ଯ ସମ୍ବାଦ ଶକ୍ସ୍ଟଣି ୟକ୍ସ୍ଟଦ୍ଧ କ୍ଷେତ୍ର ରେ ପହନ୍ଚିଲେ ଓ ପଲେଷ୍ଟୀୟଙ୍କକ୍ସ୍ଟ ଗୋଡ଼ାଇଲେ।

ପ୍ରଥମ ରାଜାବଳୀ 20:20

ଇଶ୍ରାୟେଲର ପ୍ରେତ୍ୟକକ ଯୋଦ୍ଧା ତାଙ୍କ ବିରୁଦ୍ଧ ରେ ଆସିଥିବା ଶତୃମାନଙ୍କୁ ବଧ କଲେ, ତା'ପରେ ଇଶ୍ରାୟେଲୀୟମାନେ ଅରାମୀଯମାନେ ପଳାଯନକାରୀମାନଙ୍କ ପଛ ରେ ଗୋଡଇଲେ। ଅରାମର ରାଜା ବିନହଦଦ୍ ଅଶ୍ବାରୋହୀମାନଙ୍କ ସହିତ ଏକ ଅଶ୍ବ ପୃଷ୍ଠ ରେ ପଳାଇୟାଇ ନିଜକୁ ରକ୍ଷା କଲେ।

ପ୍ରଥମ ରାଜାବଳୀ 20:21

ରାଜା ଆହାବ୍ ଅରାମର ସମସ୍ତ ଅଶ୍ବ ଓ ରଥକୁ ଅଧିକାର କରିବାର ନତେୃତ୍ବ ନେଲେ ଓ ଅରାମୀଯମାନଙ୍କୁ ସମୂଳେ ପରାଜିତ କଲେ।

Interlinear

Choose Theme