Home Bibles ଯୋହନଲିଖିତ ସୁସମାଚାର 1:28 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 1:28 · ଓଡ଼ିଆ ବାଇବେଲ

ଏହି ସବୁ ଘଟଣା ୟର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମ ରେ ଘଟିଥିଲା। ଏହି ସ୍ଥାନ ରେ ଯୋହନ ଲୋକମାନଙ୍କୁ ବାପ୍ତଜିତ କରୁଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 7:24

ଏହାପରେ ଗିଦ୍ଦିୟୋନ ପର୍ବତମଯ ଦେଶ ଇଫ୍ରଯିମକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, ଓହ୍ଲାଇ ଆସ ଏବଂ ମିଦିଯନୀମାନଙ୍କ ସୈନ୍ଯଗଣକକ୍ସ୍ଟ ଆକ୍ରମଣ କର। ୟର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ୟ୍ଯନ୍ତ ନିଜ ନିଯନ୍ତ୍ରଣକକ୍ସ୍ଟ ଆଣ। ମିଦିଯନୀଯମାନେ ସଠାେରେ ପହଞ୍ଚିବା ପୂର୍ବରକ୍ସ୍ଟ ଏପରି କର।

ଯୋହନଲିଖିତ ସୁସମାଚାର 3:23

ଯୋହନ ମଧ୍ଯ ଏ ନୋନ ଗ୍ରାମ ରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏ ନୋନ ଶାଲମ ନଗର ନିକଟବର୍ତ୍ତୀ। ସଠାେରେ ପ୍ରଚୁର ଜଳ ଥିବାରୁ ଯୋହନ ସଠାେରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସଠାେକୁ ବାପ୍ତିଜିତ ହବୋପାଇଁ ଯାଉଥିଲେ।

ଯୋହନଲିଖିତ ସୁସମାଚାର 3:26

ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।

ଯୋହନଲିଖିତ ସୁସମାଚାର 10:40

ତା'ପରେ ଯୀଶୁ ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ପହନ୍ଚିଲେ। ଯୋହନ ପ୍ରଥମେ ଯେଉଁଠା ରେ ବାପ୍ତିସ୍ମ ଦେଉଥିଲେ, ସେ ସହେି ସ୍ଥାନକୁ ଆସିଲେ ଓ ସଠାେରେ ରହିଲେ।

ଯୋହନଲିଖିତ ସୁସମାଚାର 12:5

ସହେି ଅତରର ମୂଲ୍ଯ ତିନିଶହ ରୂପା ଟଙ୍କା। ଏହାକୁ ବୀକ୍ରି କରି ସହେି ଟଙ୍କା ଗରିବ ଲୋକମାନଙ୍କୁ ଦବୋ ଉଚିତ୍ ଥିଲା,

Interlinear

Choose Theme