Home Bibles ପ୍ରଥମ ଶାମୁୟେଲ 14:21 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 14:21 · ଓଡ଼ିଆ ବାଇବେଲ

ଯେଉଁ ଏବ୍ରୀଯମାନେ ପଲେଷ୍ଟୀୟମାନଙ୍କ ଛାଉଣୀ ରେ ସବୋ କରୁଥିଲେ। ବର୍ତ୍ତମାନ ସମାନେେ ମଧ୍ଯ ଶାଉଲ ଓ ଯୋନାଥନ ସହିତ ଥିବା ଇଶ୍ରାୟେଲ ଲୋକଙ୍କ ୟୋଗ ଦେଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 7:23

ଏହାପରେ ସୈନ୍ଯମାନେ, ଯେଉଁମାନେ କି ନଲ୍ଗାଲି ପରିବାରବର୍ଗ ଆଶରେ ଏବଂ ମନଃହସ ଥିଲେ, ସମାନେେ ଏକତ୍ରୀତ ହାଇେ ମିଦିଯନୀଯମାନଙ୍କ ପଛ ରେ ଗୋଡ଼ାଇଲେ।

ପ୍ରଥମ ଶାମୁୟେଲ 29:4

କିନ୍ତୁ ପଲେଷ୍ଟୀୟ ଶାସକଗଣ ଅଖୀଶ ଉପରେ ରାଗିଲେ। ସମାନେେ କହିଲେ, ଦାଉଦକକ୍ସ୍ଟ ଫରୋଇ ଦିଅ। ତୁମ୍ଭେ ତା ପାଇଁ ଯେଉଁ ସ୍ଥାନ ନିରକ୍ସ୍ଟପଣ କରିଅଛ, ସେ ନିଜର ସହେି ସ୍ଥାନକକ୍ସ୍ଟ ଫରେି ଯାଉ। ସେ ଆମ୍ଭ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତବେେ ସେ ଆମ୍ଭ ନିଜ ଛାଉଣୀ ମଧିଅରେ ଜଣେ ଶତୃ ହାଇେ ରହିବ। ସେ ତା'ର ରାଜା ଶାଉଲଙ୍କକ୍ସ୍ଟ ସନ୍ତକ୍ସ୍ଟଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କକ୍ସ୍ଟ ମାରିବ।

Interlinear

Choose Theme