ବିଚାରକର୍ତାମାନଙ୍କ ବିବରଣ 6:29 · ଓଡ଼ିଆ ବାଇବେଲ
ସହରର ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ। କିଏ ଏହା କରିଛି? ସମସ୍ତେ ଖାଜେିବ ଓ ତଦନ୍ତ ନବୋ ପରେ,
Cross references
ଯିଶାଇୟ 44:11
ସଯଉଁ ଶ୍ରମିକଗଣସସହି ପ୍ରତିମା ନିର୍ମାଣ କରିଛନ୍ତି,ସସମାଲନ ମନୁଷ୍ଯ ମାତ୍ର,ସସମାଲନ ପରଲମଶ୍ବର ନୁହଁନ୍ତି।ସସମାଲନ ସମସ୍ଲତ ଯଦି ଏକତ୍ରୀତସହାଇ ଆଲୋଚନା କରିଲବ,ସତଲବସସମାଲନ ସଂପୂର୍ଣ୍ଣ ଲଜ୍ଜିତସହଲବ ଏବଂ କମ୍ପିତସହଲବ।
ଯୋହନଲିଖିତ ସୁସମାଚାର 5:12
ଯିହୂଦୀମାନେ ସେ ଲୋକକୁ ପଚାରିଲେ, ୟିଏ ତୁମ୍ଭକୁ ଆଜି ବିଛଣା ଉେଠଇ ଚାଲିବାକୁ କହିଲା, ସେ କିଏ?