Home Bibles ବିଚାରକର୍ତାମାନଙ୍କ ବିବରଣ 4:1 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 4:1 · ଓଡ଼ିଆ ବାଇବେଲ

ଏହୂଦଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯମାନ ପକ୍ସ୍ଟନର୍ବାର କଲେ।

Cross references

ଲେବୀୟ ପୁସ୍ତକ 26:23

ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

ବିଚାରକର୍ତାମାନଙ୍କ ବିବରଣ 2:11

ଏହାପରେ ଇଶ୍ରାୟେଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯ କଲେ। ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ବାଲ୍- ଦବେତାଙ୍କୁ ପୂଜା କଲେ।

ବିଚାରକର୍ତାମାନଙ୍କ ବିବରଣ 2:19

କିନ୍ତୁ ଏହାପରେ ପ୍ରେତ୍ୟକକ ବିଗ୍ଭରକର୍ତ୍ତାଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପକ୍ସ୍ଟଣିଥରେ ଦକ୍ସ୍ଟର୍ନୀତିଗ୍ରସ୍ଥ ହେଲେ। ସମାନେେ ସମାନଙ୍କେର ପୂର୍ବପୁରୁଷଙ୍କଠାରକ୍ସ୍ଟ ଅତି ମନ୍ଦ ବ୍ଯବହାର କଲେ। ସମାନେେ ମିଥ୍ଯାବାଦୀ ଦବେତାଙ୍କୁ ଅନକ୍ସ୍ଟସରଣ କଲେ ଓ ପୂଜା ଆରଧନା କଲେ। ସମାନେେ ସମାନଙ୍କେର ମନ୍ଦ ବିଗ୍ଭର କିମ୍ବା ସମାନଙ୍କେର ଜିଦିଖୋର ବଦଳାଇଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 3:7

ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲିର ଲୋକମାନେ ସବୁ ପ୍ରକାର କର୍ମ ରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷକ୍ସ୍ଟ ରେ ପାପ ଥିଲା। ଏବଂ ବାଲ୍ ଦେଶର ଦବେତାଗଣଙ୍କର ପୂଜା କଲେ ଏବଂ ଆଶରୋ ଏବଂ ସଦାପ୍ରଭୁଙ୍କ ବିଷଯସବୁ ପାଶୋରି ଗଲେ।

ବିଚାରକର୍ତାମାନଙ୍କ ବିବରଣ 3:12

ଏହାପରେ ଇଶ୍ରାୟେଲର ଲୋକମାନେ ସହେିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମାୟୋବର ରାଜା ଶକ୍ତିଶାଳୀ ଇଶ୍ରାୟେଲର ଲୋକମାନଙ୍କୁ ହରାଇବାକକ୍ସ୍ଟ ତିଆରି କଲେ।

ବିଚାରକର୍ତାମାନଙ୍କ ବିବରଣ 6:1

ପକ୍ସ୍ଟଣିଥରେ ଇଶ୍ରାୟେଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବଚେନା କଲେ। ତେଣୁ ସଦାପ୍ରଭୁ ସାତବର୍ଷ ପାଇଁ ମିଦିଯନୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 10:6

ପକ୍ସ୍ଟନଃର୍ବାର ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ ସହେିପରି କାର୍ୟ୍ଯମାନ କଲେ। ସମାନେେ ବାଲ୍ ଦବେତାଗଣ, ଅଷ୍ଟାରୋତ୍ ଦବେୀଗଣ, ଅରାମୀଯମାନଙ୍କର ଦବଗେଣ, ସୀଦୋନୀଯମାନଙ୍କର ଦବଗେଣ, ମାୟୋବୀଯମାନଙ୍କର ଦବଗେଣ, ଅେମ୍ମାନୀୟମାନଙ୍କର ଲୋକମାନଙ୍କର ଦବଗେଣ ଓ ପଲେଷ୍ଟୀୟମାନଙ୍କର ଦବଗେଣଙ୍କର ପୂଜା କଲେ। ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସବୋ କଲେ ନାହିଁ।

ନିହିମିୟା 9:23

ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।

ଗୀତସଂହିତା 106:43

ଅନକେ ଥର ପରମେଶ୍ବର ସମାନଙ୍କେୁ ଉଦ୍ଧାର କଲେ। ମାତ୍ର ସମାନେେ କ୍ରମାଗତ ପରମେଶ୍ବରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ୟ୍ଯରେ ବହୁତ ଗଭୀର ପର୍ୟ୍ଯନ୍ତ ବୁଡ଼ିଗଲେ।

ଯିରିମିୟ 5:3

ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।

Interlinear

Choose Theme