ଯଟେେ ବେଳେ ରାଜା ଉଠି ପଡିଲେ, ଏହୂଦ୍ ତାଙ୍କର ବାମ ହାତ ରେ ବ୍ଯବହୃତ ଖଣ୍ତା ବାହାର କଲେ ଦକ୍ଷିଣ ଜଂଘରକ୍ସ୍ଟ ଏବଂ ରାଜାଙ୍କର ପଟେ ରେ ଭୂଷି ଦେଲେ।
Cross references
ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।
ଏହକ୍ସ୍ଟଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ର୍ଦୈଘ୍ଯ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ବିଧାର ବିଶିଷ୍ଟ ଥିଲା। ଏହାକକ୍ସ୍ଟ ତାଙ୍କର ଦକ୍ଷିଣ ଜଂଘ ରେ ବସ୍ତ୍ର ଭିତ ରେ ବାନ୍ଧି କଖିଲେ।
କିନ୍ତୁଶାମକ୍ସ୍ଟଯଲେ ଅଗାଗକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ଖଡ୍ଗ ଯମେନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ଯମେନ୍ତ ସ୍ତ୍ରୀମାନଙ୍କ ମଧିଅରେ ତୁମ୍ଭର ମାତା ସନ୍ତାନହିତ ହବେ। ତହକ୍ସ୍ଟଁ ଶାମକ୍ସ୍ଟଯଲେ ଗିଲ୍ଗଲ୍ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଗାଗକକ୍ସ୍ଟ ଖଣ୍ତ ଖଣ୍ତ କରି ହାଣିଲେ।
ସହେି ତମ୍ବାତୀର ତା'ର ପୁରା ଶରୀର ଦଇେ ଗତି କରିବ। ତା'ର ପିଠି ପଟ ଦଇେ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦବେ, ଏବଂ ତା' ଉପରେ ଆତଙ୍କ ଆସିବ।
ଯଦି କହେି ଭବିଷ୍ଯତ୍ବାଣୀ କରୁଛି ତା'ର ପିତାମାତା ତାକୁ କହିବେ, 'ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ମିଥ୍ଯା ବାକ୍ଯ କହିଛ।' ତା'ର ପିତା ଏବଂ ମାତା ୟିଏ ତାକୁ ଧାରଣ କରିଛନ୍ତି ସେ ଯେତବେେଳେ ଭବିଷ୍ଯବାଣୀ କରିବ ତାକୁ ଖଡ୍ଗ ରେ ବିନାଶ କରିବେ।
ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତ ରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ଯ ଜାଗତିକ ଦୃଷ୍ଟି ରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସପରେି ଭାବୁନାହୁଁ।