Home Bibles ବିଚାରକର୍ତାମାନଙ୍କ ବିବରଣ 21:13 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 21:13 · ଓଡ଼ିଆ ବାଇବେଲ

ଏହିପରି ଇଶ୍ରାୟେଲର ଲୋକମାନେ ବିନ୍ଯାମୀନୀୟମାନଙ୍କ ପାଖକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠା ରେ ରହକ୍ସ୍ଟଥିବା ବିନ୍ଯାମୀନ ଲୋକମାନଙ୍କ ସହିତ ଶାନ୍ତି ଚକ୍ସ୍ଟକ୍ତି ପ୍ରଦାନ କଲେ।

Cross references

ଦିତୀୟ ବିବରଣ 20:10

ଯେତବେେଳେ ତୁମ୍ଭମାନେେ ଗୋଟିଏ ନଗରକକ୍ସ୍ଟ ଆକ୍ରମଣ କରିବାକୁ ୟିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘାଷେଣା କର।

ଯିହୋଶୂୟ 15:32

ଲବାଯୋତ୍, ଶିଲହୀମ୍, ଐନ୍, ରିମ୍ମାେନ୍ ସହର ସମତେ ମାଟେ ରେ ଅଣତିରିଶଟି ନଗର ଅଟେ।

ବିଚାରକର୍ତାମାନଙ୍କ ବିବରଣ 20:45

ବିନ୍ଯାମୀନୀଯ ସୈନ୍ଯମାନେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ । ସମାନେେ ରିେମ୍ମାନ ଶୈଳ ନିକଟକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନୀଯ 5,000 ସୈନିକଙ୍କକ୍ସ୍ଟ ରାସ୍ତା ଉପରେ ହତ୍ଯାକଲେ। ଏବଂ ସମାନେେ ପଳାଯନକାରୀ ବିନ୍ଯାମୀନୀଯ ସୈନ୍ଯମାନଙ୍କୁ ଗିଦିଯୋନ ଗୋଡ଼ାଇ ଥିଲେ। ସଠାେରେ ଇଶ୍ରାୟେଲର ସୈନ୍ଯମାନେ ଆହକ୍ସ୍ଟରି 2,000 ବିନ୍ଯାମୀନର ୈସନ୍ଯମାନଙ୍କୁ ହତ୍ଯା କଲେ।

ବିଚାରକର୍ତାମାନଙ୍କ ବିବରଣ 20:47

କିନ୍ତୁ 600 ସୈନିକ ବିନ୍ଯାମୀନୀଯଙ୍କର ମରକ୍ସ୍ଟଭୂମିକକ୍ସ୍ଟ ଦୌଡି ପଳାଯନ କଲେ। ସମାନେେ ରିମ୍ମୋନ୍ ଶୈଳ ନିକଟକକ୍ସ୍ଟ ପଳାଇ ସଠାେରେ ଗ୍ଭରିମାସ ଧରି ରହିଲେ।

ଯିଶାଇୟ 57:19

ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକପ୍ରତି ଶାନ୍ତି' ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।

ଲୂକଲିଖିତ ସୁସମାଚାର 10:5

ଯେ କୌଣସି ଘ ରେ ପ୍ରବେଶ କରିବା ମାତ୍ ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ।'

ଏଫିସୀୟଙ୍କ ପ୍ରତି ପତ୍ର 2:17

ଖ୍ରୀଷ୍ଟ କ୍ରୁଶ ରେ ଆପଣା ମୃତ୍ଯୁ ଦ୍ବାରା ଏହା ସାଧନ କଲେ। ତୁମ୍ଭମାନେେ ଦୂର ରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ।

Interlinear

Choose Theme