Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 20:17 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:17 · ଓଡ଼ିଆ ବାଇବେଲ

ବିନ୍ଯାମୀନ ପରିବାରବର୍ଗ ବ୍ଯତୀତ ଇଶ୍ରାୟେଲର 4,00,000 ଖଡ୍ଗଧାରୀ ଗଣତି ହେଲେ। ସମାନେେ ସମସ୍ତେ ତାଲିମ ପ୍ରାଲ୍ଗ ସୈନିକ ଥିଲେ।

Cross references

ଗଣନା ପୁସ୍ତକ 1:46

ଗଣନା ଅନୁସାରେ ସମସ୍ତ ମନୁଷ୍ଯଙ୍କ ସଂଖ୍ଯା 6,03,550 ହୋଲା।

ଗଣନା ପୁସ୍ତକ 26:51

ଇଶ୍ରାୟେଲୀୟ ପୁରୁଷମାନଙ୍କ ସଂଖ୍ଯା 6,01,730 ଥିଲା।

ବିଚାରକର୍ତାମାନଙ୍କ ବିବରଣ 20:2

ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।

ବିଚାରକର୍ତାମାନଙ୍କ ବିବରଣ 20:22

ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?”

ପ୍ରଥମ ଶାମୁୟେଲ 11:8

ଶାଉଲ ବସକରେେ ଲୋକମାନଙ୍କୁ ଏକାଠି କଲେ। ସଠାେରେ ଇଶ୍ରାୟେଲରକ୍ସ୍ଟ 3,00,000 ଲୋକ ୟିହକ୍ସ୍ଟଦାରକ୍ସ୍ଟ 30,000 ଲୋକ ଉପସ୍ଥିତ ହେଲେ।

ପ୍ରଥମ ଶାମୁୟେଲ 15:4

ଶାଉଲ ଟଲାଯୀମ୍ ରେ ସୈନ୍ଯ ଏକଜକ୍ସ୍ଟଟ କଲେ। ସଠାେରେ 2,00,000 ପଦାତିକ ଓ ଅନ୍ଯାନ୍ଯ 10,000 ଲୋକ ୟିହକ୍ସ୍ଟଦାର ଥିଲେ।

ପ୍ରଥମ ବଂଶାବଳୀ 21:5

ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ଯା ଜଣାଇଲେ। ଇଶ୍ରାୟେଲ ମଧିଅରେ ଖଡ୍ଗ ବ୍ଯବହାର କରୁଥିବା 11,00,000 ଜଣ ଲୋକ ଥିଲେ। ଯିହୁଦା ରେ ଖ' ବ୍ଯବହାର କରୁଥିବା 4,70,000 ଜଣ ଲୋକ ଥିଲେ।

ଦିତୀୟ ବଂଶାବଳୀ 17:14

ସହେି ସୈନ୍ଯମାନଙ୍କୁ ସମାନଙ୍କେ ପରିବାରବର୍ଗ ରେ ତାଲିକାଭୁକ୍ତ କରାଗଲା। ୟିରୁଶାଲମ ରେ ଅବସ୍ଥାପିତ ସହେି ସୈନ୍ଯମାନଙ୍କର ତାଲିକା ଏହି :

Interlinear

Choose Theme