ଏହାପରେ ସେ ନିଜ ଗୃହ ରେ ପହଁଞ୍ଚି ଗୋଟିଏ ଛକ୍ସ୍ଟରୀ ନଇେ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନକ୍ସ୍ଟସା ରେ ବାର ଖଣ୍ତ ରେ ବିଭକ୍ତ କରି ଇଶ୍ରାୟେଲର ସମସ୍ତ ଅଞ୍ଚଳକକ୍ସ୍ଟ ପଠାଇଲା।
Cross references
ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।
ତେଣୁ ମୁ ମାରେ ଉପପତ୍ନୀଙ୍କକ୍ସ୍ଟ ଗୃହକକ୍ସ୍ଟ ନଇେ ଆସିଲି ଏବଂ ତାକକ୍ସ୍ଟ କାଟି ଖଣ୍ତ ଖଣ୍ତ କରିଦଲେି। ତା'ପରେ ମୁ ତା'ର ଶରୀରର ଟକ୍ସ୍ଟକକ୍ସ୍ଟଡାଗକ୍ସ୍ଟଡିକ ସାରା ଇଶ୍ରାୟେଲ ମଧ୍ଯକକ୍ସ୍ଟ ପଠାଇଦଲେି, କାରଣ ବିନ୍ଯାମୀନର ଏହିସବୁ ଲୋକମାନେ ଇଶ୍ରାୟେଲ ରେ ଏହିପରି ଜଘନ୍ଯ ଅପମାନଜନକ କାର୍ୟ୍ଯ କରିଥିଲେ।
ଶାଉଲ ହଲେ ବଳଦ ଆଣି ସମାନଙ୍କେୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟକ୍ସ୍ଟକକ୍ସ୍ଟରାଗୁଡିକୁ ଦୂତଗଣକକ୍ସ୍ଟ ଦେଲେ। ସେ ଏହା ଇଶ୍ରାୟେଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, ଯଦି କହେି ଶାଉଲ ଏବଂ ଶାମୁୟେଲଙ୍କୁ ଅନକ୍ସ୍ଟସରଣ ନକରନ୍ତି, ତବେେ ସମାନଙ୍କେର ଗାଈଗୁଡିକୁ ଏପରି ଖଣ୍ତ ଖଣ୍ତ କରି ଦିଆୟିବ।
ମୁଁ ବିଶ୍ବାସ ପୂର୍ବକ ସମାନଙ୍କେ ବିଷୟ ରେ କହିପା ରେ, ଯେ ସମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଅନୁକରଣ କରିବା ପାଇଁ ଚାହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।