Home Bibles ବିଚାରକର୍ତାମାନଙ୍କ ବିବରଣ 19:28 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:28 · ଓଡ଼ିଆ ବାଇବେଲ

ଦାସୀ ତାକକ୍ସ୍ଟ କହିଲା, ଉଠ, ଗ୍ଭଲ ଆମ୍ଭମାନେେ ଆମ୍ଭ ରାସ୍ତା ରେ ୟିବା, ମାତ୍ର ସେ ଉତ୍ତର ଦଲୋ ନାହିଁ । ତେଣୁ ସେ ତାକକ୍ସ୍ଟ ଗଧ ଉପରକକ୍ସ୍ଟ ନଲୋ ଏବଂ

Cross references

ବିଚାରକର୍ତାମାନଙ୍କ ବିବରଣ 20:5

କିନ୍ତୁ ସହେି ରାତ୍ରି ରେ ଗିବିଯାର ଅଧିପତି ସଠାେକକ୍ସ୍ଟ ଆସିଲେ। ଯେଉଁଠା ରେ ମୁ ରହକ୍ସ୍ଟଥିଲି। ସମାନେେ ସେ ଗୃହକକ୍ସ୍ଟ ଘରେିଗଲେ। ଏବଂ ସମାନେେ ଚାହିଁଲେ ମାେତେ ମାରିଦବୋ ପାଇଁ ସମାନେେ ମାରେ ଉପପତ୍ନୀଙ୍କକ୍ସ୍ଟ ଧର୍ଷଣ କଲେ। ଏବଂ ସେ ମରିଗଲା।

ପ୍ରଥମ ରାଜାବଳୀ 18:29

ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସମାନେେ ସନ୍ଧ୍ଯାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ୟ୍ଯନ୍ତ ପ୍ରକାପ କରି ଚାଲିଲେ। କିନ୍ତୁ କୌଣସି ଶଦ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କହେି ମନୋୟୋଗ କଲେ ନାହିଁ।

Interlinear

Choose Theme