ବିଚାରକର୍ତାମାନଙ୍କ ବିବରଣ 19:27 · ଓଡ଼ିଆ ବାଇବେଲ
ଏହାପରେ ତା'ର ପ୍ରଭକ୍ସ୍ଟ ଉଠି ନିଜ ବାଟରେ ୟିବାପାଇଁ ଦ୍ବାରା ଫିଟାଇଲା ଏବଂ ତା'ର ଉପପତ୍ନୀକକ୍ସ୍ଟ ଦ୍ବାର ସମ୍ମକ୍ସ୍ଟଖ ରେ ପଡିଥିବାର ପାଇଲା। ତାହାର ଦକ୍ସ୍ଟଇହାତ ଦ୍ବାରବନ୍ଧ ଉପରେ ପଡିଥିଲା।
Cross references
ବିଚାରକର୍ତାମାନଙ୍କ ବିବରଣ 19:26
ତହକ୍ସ୍ଟଁ ରାତ୍ରି ପାହାନ୍ତା ବଳକେକ୍ସ୍ଟ ସହେି ସ୍ତ୍ରୀ ତାହାର ସ୍ବାମୀ ରହକ୍ସ୍ଟଥିବା ଗୃହ ଦ୍ବାର ନିକଟରେ ଆଲକ୍ସ୍ଟଅ ହବୋ ପର୍ୟ୍ଯନ୍ତ ପଡି ରହିଲା।