Home Bibles ☰ Books ଯିହୋଶୂୟ 15:63 · ଓଡ଼ିଆ ବାଇବେଲ
ଯିହୋଶୂୟ 15:63 · ଓଡ଼ିଆ ବାଇବେଲ

ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।

Cross references

ଯିହୋଶୂୟ 15:8

ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

ବିଚାରକର୍ତାମାନଙ୍କ ବିବରଣ 1:8

ୟିହକ୍ସ୍ଟଦାର ଲୋକମାନେ ୟିରକ୍ସ୍ଟଶାଲମର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେୁ ଖଣ୍ତା ଦ୍ବାରା ହତ୍ଯା କଲେ ଓ ସହରକକ୍ସ୍ଟ ପୋଡି଼ ଦେଲେ ।

ବିଚାରକର୍ତାମାନଙ୍କ ବିବରଣ 1:21

ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।

ଦିତୀୟ ଶାମୁୟେଲ 5:6

ଏହାପରେ ରାଜା ଓ ତାଙ୍କର ଲୋକମାନେ ୟିରକ୍ସ୍ଟଶାଲମ ରେ ବାସ କରୁଥିବା ୟିବୂଷୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଏହି ୟିବୂଷୀଯମାନେ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ସ୍ଥାନକକ୍ସ୍ଟ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ। ସମାନେେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସମାନଙ୍କେର ନଗର ରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହବେେ।

ପ୍ରଥମ ବଂଶାବଳୀ 8:28

ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।

ପ୍ରଥମ ବଂଶାବଳୀ 11:4

ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକ ୟିରୁଶାଲମକୁ ଗଲେ। ସହେି ସମୟରେ ୟିରୁଶାଲମକୁ ୟିବୂଷ ବୋଲି କୁହାଯାଉଥିଲା। ସହେି ନଗର ରେ ବାସ କରୁଥିବା ଲୋକମାନଙ୍କୁ ୟିବୂଷୀଯ ନାମ ରେ ନାମିତ କରାୟାଇଥିଲା।

ରୋମୀୟଙ୍କ ପ୍ରତି ପତ୍ର 7:14

ମୁଁ ଜାଣେ ଯେ ବ୍ଯବସ୍ଥା ହେଉଛି ଆତ୍ମିକ। କନ୍ତୁ ମୁଁ ଆତ୍ମକ ନୁହେଁ। ପାପର ଦାସ ଭଳି ମୁଁ ତା' ପାଖ ରେ ବିକ୍ରି ହାଇେ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।

Interlinear

Choose Theme