Home Bibles ବିଚାରକର୍ତାମାନଙ୍କ ବିବରଣ 18:9 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 18:9 · ଓଡ଼ିଆ ବାଇବେଲ

ତହିଁରେ ସମାନେେ କହିଲେ, ଉଠ, ସମାନଙ୍କେର ପ୍ରତିକୂଳ ରେ ୟିବା। କାରଣ ଆମ୍ଭମାନେେ ସେ ଦେଶ ଦେଖିଲକ୍ସ୍ଟ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭମାନେେ କାହିଁକି ଚକ୍ସ୍ଟପ ରହିଛ। ସହେି ଦେଶକକ୍ସ୍ଟ ୟିବାକକ୍ସ୍ଟ ଓ ସେ ଦେଶକକ୍ସ୍ଟ ଅଧିକାରକକ୍ସ୍ଟ ଆଣିବା ପାଇଁ ଅଳସ କର ନାହିଁ।

Cross references

ଗଣନା ପୁସ୍ତକ 13:30

କାଲେବ୍ ମାଶାଙ୍କେ ନିକଟରେ ଥିବା ଲୋକମାନଙ୍କୁ କହିଲେ, ଆସ ଆମ୍ଭମାନେେ ଏହାକୁ ଅକ୍ତିଆର କରିବା, ସମାନଙ୍କେୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ୟଥେଷ୍ଟ ବଳ ଅଛି।

ଗଣନା ପୁସ୍ତକ 14:7

ଆଉ ଏହି ଦୁଇଲୋକ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, ଆମ୍ଭମାନେେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ୟାଇଥିଲୁ, ତାହା ଅତ୍ଯନ୍ତ ଉତ୍ତମ ଦେଶ।

ଯିହୋଶୂୟ 2:23

ସହେି ଦକ୍ସ୍ଟଇଜଣ ଲୋକ ପର୍ବତରକ୍ସ୍ଟ ଓହ୍ଲାଇ ନଦୀ ପାର ହାଇେ ନୂନର ପକ୍ସ୍ଟତ୍ର ଯିହାଶୂେୟଙ୍କ ନିକଟକକ୍ସ୍ଟ ଫରେି ଆସିଲେ। ଯାହା ସବୁ ଘଟିଥିଲା, ସମାନେେ ତାହା ବର୍ଣନା କଲେ।

ଯିହୋଶୂୟ 18:3

ତେଣୁ ଯିହାଶୂେୟ ଇଶ୍ରାୟେଲ ବାସୀଙ୍କକ୍ସ୍ଟ କହିଲେ, କାହିଁକି ତୁମ୍ଭମାନେେ ତୁମ୍ଭର ଭୂମି ନବୋ ପାଇଁ ଡରେି କରୁଛ? ସଦାପ୍ରଭୁ ତକ୍ସ୍ଟମ୍ଭ ପିତା ପରମେଶ୍ବର ତୁମ୍ଭକୁ ଏହି ଭୂମି ଦଇେଛନ୍ତି।

ପ୍ରଥମ ଶାମୁୟେଲ 4:9

ହେ ପଲେଷ୍ଟୀୟମାନେ, ତୁମ୍ଭମାନେେ ବଳବାନ ଓ ସାହସୀ ହକ୍ସ୍ଟଅ। ପୁରୁଷ ପଣ ରେ ୟକ୍ସ୍ଟଦ୍ଧ କର। ତହିଁରେ ଏବ୍ରୀଯମାନେ ଆମ୍ଭର ଦାସ ହାଇେଥିଲେ, ତେଣୁ ତୁମ୍ଭମାନେେ ନିଶ୍ଚଯ ସମାନଙ୍କେର ଦାସ ହାଇେ ପାରିବ ନାହିଁ। ତୁମ୍ଭମାନେେ ପୁରୁଷତ୍ବ ପ୍ରକାଶ କର ଓ ୟକ୍ସ୍ଟଦ୍ଧ କର।

ଦିତୀୟ ଶାମୁୟେଲ 10:12

ବଳବାନ ହକ୍ସ୍ଟଅ, ଏବଂ ସାହସର ସହିତ ୟକ୍ସ୍ଟଦ୍ଧ କର, ଆମ୍ଭର ପ୍ରଭକ୍ସ୍ଟଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖି ରେ ଯାହା ଠିକ୍ ସେ ତାହା କରିବେ।

ପ୍ରଥମ ରାଜାବଳୀ 22:3

ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।

ପ୍ରଥମ ରାଜାବଳୀ 22:23

ମୀଖାଯ ଶଷେ ରେ କହିଲେ, ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।

ଯୋହନଲିଖିତ ସୁସମାଚାର 6:27

ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।

ଏବ୍ରୀ 6:11

ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।

ପିତରଙ୍କ ଦିତୀୟ ପତ୍ର 1:10

ମାେ ଭାଇ ଭଉଣୀମାନେ, ପରମେଶ୍ବର ତୁମ୍ଭକୁ ଡ଼ାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ବରଙ୍କ ଦ୍ବାରା ଡ଼କା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ୟ୍ଯ କଲେ ତୁମ୍ଭେ କବେେ ହେଲେ ଝୁଣ୍ଟିବ ନାହିଁ।

Interlinear

Choose Theme