Home Bibles ବିଚାରକର୍ତାମାନଙ୍କ ବିବରଣ 18:8 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 18:8 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ସରିଯ ଓ ଇଷ୍ଟାଯୋଲ ରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସମାନଙ୍କେର ଭାତୃଗଣ ସମାନଙ୍କେୁ ପଚାରିଲେ, କ'ଣ ତକ୍ସ୍ଟମେ ଶିକ୍ଷା କଲ?

Cross references

ବିଚାରକର୍ତାମାନଙ୍କ ବିବରଣ 13:2

ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।

ବିଚାରକର୍ତାମାନଙ୍କ ବିବରଣ 16:31

ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 18:2

ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।

ବିଚାରକର୍ତାମାନଙ୍କ ବିବରଣ 18:11

ତେଣୁ ଦାନ ପରିବାରବର୍ଗରକ୍ସ୍ଟ 600 ଲୋକ ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ହାଇେ ସରିଯ ଓ ଇଷ୍ଟାଯୋଲ ପରିତ୍ଯାଗ କଲେ।

Interlinear

Choose Theme