Home Bibles ଗଣନା ପୁସ୍ତକ 13:30 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 13:30 · ଓଡ଼ିଆ ବାଇବେଲ

କାଲେବ୍ ମାଶାଙ୍କେ ନିକଟରେ ଥିବା ଲୋକମାନଙ୍କୁ କହିଲେ, ଆସ ଆମ୍ଭମାନେେ ଏହାକୁ ଅକ୍ତିଆର କରିବା, ସମାନଙ୍କେୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ୟଥେଷ୍ଟ ବଳ ଅଛି।

Cross references

ଗଣନା ପୁସ୍ତକ 14:6

ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।

ଗଣନା ପୁସ୍ତକ 14:7

ଆଉ ଏହି ଦୁଇଲୋକ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, ଆମ୍ଭମାନେେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ୟାଇଥିଲୁ, ତାହା ଅତ୍ଯନ୍ତ ଉତ୍ତମ ଦେଶ।

ଗଣନା ପୁସ୍ତକ 14:9

ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।

ଗଣନା ପୁସ୍ତକ 14:24

ମାତ୍ର ଆମ୍ଭର ସବେକ କାଲବେ ସମାନଙ୍କେ ଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହାଇେଅଛି। ଏଣୁ ସେ ଯେଉଁ ଦେଶକୁ ୟାଇଥିଲା, ସହେି ଦେଶ ରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।

ଯିହୋଶୂୟ 14:6

ଦିନେ ୟିହକ୍ସ୍ଟଦା ପରିବାରବର୍ଗଠାରକ୍ସ୍ଟ କିଛି ଲୋକ ଗିଲ୍ଗଲ୍ ରେ ଥିବା ଯିହାଶୂେୟଙ୍କ ନିକଟକକ୍ସ୍ଟ ଗଲେ। ସହେି ଲୋକମାନଙ୍କ ମଧିଅରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀଯ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର ଥିଲା। କାଲେବ୍ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ବର କାଦେଶ ବର୍ଣ୍ଣଯେ ରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସବେକ ମାଶାଙ୍କେକ୍ସ୍ଟ କହିଥିଲେ ଯାହା ତକ୍ସ୍ଟମ୍ଭ ବିଷଯ ରେ ଓ ମାେ ବିଷଯ।

ଯିହୋଶୂୟ 14:7

ମାେତେ ଯେତବେେଳେ ଗ୍ଭଳିଷ ବର୍ଷ ବଯସ ହାଇେଥିଲା, ସଦାପ୍ରଭୁଙ୍କ ସବେକ ମାଶାେ ମାେତେ ଦେଶ ଅନକ୍ସ୍ଟସନ୍ଧାନ କରିବା ପାଇଁ କାଦେଶ ବର୍ଣ୍ଣଯଠାେରକ୍ସ୍ଟ ପଠାଇ ଥିଲେ। ମୁ ଯାହା ସଂଗ୍ରହ କଲି ତାହା ମାଶାଙ୍କେକ୍ସ୍ଟ ଜଣାଇଲି।

ଗୀତସଂହିତା 27:1

ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।

ଗୀତସଂହିତା 60:12

ପରମେଶ୍ବର ହିଁ ଆମ୍ଭକୁ ଶକ୍ତିଶାଳୀ କରିପାରିବେ। କବଳେ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରିପାରିବେ।

ଗୀତସଂହିତା 118:10

ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।

ଯିଶାଇୟ 41:10

ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ରୋମୀୟଙ୍କ ପ୍ରତି ପତ୍ର 8:31

ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 8:37

କିନ୍ତୁ ଏସବୁ ରେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶିତ କରିଥିବା ପରମେଶ୍ବରଙ୍କ ଦ୍ବାରା ଆମ୍ଭେ ପୂର୍ଣ ବିଜଯୀ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:13

ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।

ଏବ୍ରୀ 11:33

ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। ସହେି ବିଶ୍ବାସ ବଳ ରେ ସମାନେେ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲେ। ସମାନେ ସମସ୍ତେ ଧାର୍ମିକ କାର୍ୟ୍ଯ କଲେ, ପରମେଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇଲେ। ସମାନେେ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କଲେ।

Interlinear

Choose Theme