ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।
Cross references
ଏହିସବୁ ଭୂମି ଯାହାକି ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକ ହେଲା ସରିଯ ଇଷ୍ଟାଯୋଲ ଇରଶମେଶ,
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।
ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
ତେଣୁ ଶାମ୍ଶାେନ୍ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହାଇେ କୋଡିଏ ବର୍ଷ ପର୍ୟ୍ଯନ୍ତ ରହିଲେ। ଯାହାକି ଥିଲା ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।
ନୀକଦୀମ ମଧ୍ଯ ଯୋଷଫଙ୍କେ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରି ରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହାଇେଥିଲେ। ସେ ଯୀଶୁଙ୍କ ଦହେ ରେ ଲଗାଇବା ପାଇଁ ପ୍ରାୟ ପ୍ରଚାଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁର ଘନେି ଆସିଲେ।