ବିଚାରକର୍ତାମାନଙ୍କ ବିବରଣ 18:22 · ଓଡ଼ିଆ ବାଇବେଲ
ସମାନେେ ମୀଖାର ଗୃହର ଅଳ୍ପ ଦୂର ରେ ଥିଲେ। ସେତବେେଳେ ମୀଖାର ନିକଟରେ ବାସ କରୁଥିବା ଲୋକମାନେ ଦାନର ଲୋକମାନଙ୍କୁ ଗୋଡ଼ାଇଲେ ଓ ସମାନଙ୍କେୁ ଧରିଲେ।
Cross references
ଆଦି ପୁସ୍ତକ 49:17
ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।