ସମାନେେ ଦାନର ଲୋକମାନଙ୍କ ଉପରେ ପାଟି କଲେ। ତା'ପରେ ଦାନର ଲୋକମାନେ ବକ୍ସ୍ଟଲିପଡି ମୀଖାଙ୍କକ୍ସ୍ଟ ପଚାରିଲେ, ତୁମ୍ଭର କ'ଣ ଖବର ଅଛି ଯେ, ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଏକତ୍ରୀତ କରିଛ?
Cross references
ପରମେଶ୍ବର ସହେି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ବରଙ୍କର ଦୂତ ସ୍ବର୍ଗରୁ ହାଗାରକୁ କହିଲେ, କ'ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସହେି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି।
ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକକ୍ସ୍ଟ ୟାଇଥିଲେ। ସେ ସଠାେରକ୍ସ୍ଟ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, ତୁମ୍ଭର କ'ଣ ହାଇେଛି ତୁମ୍ଭମାନେେ ଏପରି କାନ୍ଦକ୍ସ୍ଟଛ କାହିଁକି?
ତହିଁରେ ରାଜା ପଚାରିଲେ, କ'ଣ ତୁମ୍ଭର ଅସକ୍ସ୍ଟବିଧା କରୁଛି?
ଆଉ ରାଜା ପଚାରିଲେ, ତୁମ୍ଭର ଦୁଃଖ କ'ଣ?
ହେ ସୁଫ ସମୁଦ୍ର, ତୁମ୍ଭେ କାହିଁକି ଘୁଞ୍ଚିଗଲ ? ହେ ୟର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ ?
ଦର୍ଶନ ଉପତ୍ୟକା ସମ୍ବନ୍ଧୀଯ ଏକ ଦୁଃଖବାର୍ତ୍ତା : ତୁମ୍ଭମାନଙ୍କର କ'ଣ ହାଇେଛି ? ତୁମ୍ଭମାନେେ କାହିଁକି ଛାତ ଉପରକୁ ୟାଇଅଛ?