ବିଚାରକର୍ତାମାନଙ୍କ ବିବରଣ 18:21 · ଓଡ଼ିଆ ବାଇବେଲ
ଏହାପରେ ସମାନେେ ବକ୍ସ୍ଟଲି ପଡିଲେ ଓ ସହେି ସ୍ଥାନ ପରିତ୍ଯାଗ କଲେ। ସମାନେେ ସମାନଙ୍କେର ବାଳକ, ପଶକ୍ସ୍ଟଗଣ ଓ ସମାନଙ୍କେର ସମସ୍ତ ସାମଗ୍ରୀ ସମାନଙ୍କେ ଆଗ ରେ ରଖିଲେ।
Cross references
ଯିହୋଶୂୟ 21:31
ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।
ଯିଶାଇୟ 10:28
ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।