Home Bibles ବିଚାରକର୍ତାମାନଙ୍କ ବିବରଣ 17:11 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 17:11 · ଓଡ଼ିଆ ବାଇବେଲ

ଏହାପରେ ସହେି ଲବେୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ୟକ୍ସ୍ଟବା ଲୋକ ତାହାର ଗୋଟିଏ ପକ୍ସ୍ଟତ୍ର ପରି ହେଲା।

Cross references

ବିଚାରକର୍ତାମାନଙ୍କ ବିବରଣ 17:8

ସେ ଯେଉଁଠା ରେ ସ୍ଥାନ ପାଇ ପା ରେ, ସଠାେରେ ପ୍ରବାସ କରିବା ନିମନ୍ତେ ସେ ନଗରରକ୍ସ୍ଟ, ଅର୍ଥାତ୍ ବୈଥ୍ଲହେମ୍ ୟିହକ୍ସ୍ଟଦାର ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରଯିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା।

ବିଚାରକର୍ତାମାନଙ୍କ ବିବରଣ 17:10

ମୀଖା କହିଲା, ମାେ ସଙ୍ଗେ ତକ୍ସ୍ଟମେ ବାସ କର। ମାରେପିତା ଓ ଯାଜକ ହକ୍ସ୍ଟଅ। ତହିଁରେ ମୁ ତୁମ୍ଭକୁ ବାର୍ଷୀକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦବେି। ମୀଖା ଯାହା କହିଲା, ସହେି ଲବେୀୟ ତାହା କଲା।

Interlinear

Choose Theme