Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 17:12 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 17:12 · ଓଡ଼ିଆ ବାଇବେଲ

ଏହାପରେ ମୀଖା ଦ୍ବାରା ଯାଜକ ଭାବରେ ନିୟକ୍ସ୍ଟକ୍ତ ହାଇେ ସହେି ୟକ୍ସ୍ଟବା ଲୋକ ମୀଖାର ଗୃହ ରେ ରହିଲା।

Cross references

ଗଣନା ପୁସ୍ତକ 16:5

ତା'ପରେ ମାଶାେ କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, ସଦାପ୍ରଭୁ କାଲି ଦଖାଇବେେ, ୟିଏ ପ୍ରକୃତ ରେ ତାଙ୍କ ଲୋକ ଓ ୟିଏ ପ୍ରକୃତ ରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।

ଗଣନା ପୁସ୍ତକ 16:8

ଆଉ ମାଶାେ କୋରହକୁ କହିଲେ, ହେ ଲବେୀର ସନ୍ତାନଗଣ, ତୁମ୍ଭମାନେେ ଟିକିଏ ଶୁଣ।

ବିଚାରକର୍ତାମାନଙ୍କ ବିବରଣ 18:4

ସେ ଉତ୍ତର ରେ କହିଲା, ମୀଖା ମାେ ପ୍ରତି ଏହିପରି କରିଛନ୍ତି। ସେ ମାେତେ ବତନେ ଦଇେ ଏଠା ରେ ଯାଜକ ରୂପେ ନିୟକ୍ସ୍ଟକ୍ତି କରିଛନ୍ତି

ବିଚାରକର୍ତାମାନଙ୍କ ବିବରଣ 18:30

ଏଣୁ ଦାନ ପରିବାରବର୍ଗ ସହେି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସମାନଙ୍କେର ଯାଜକରୂପେ ସମାନେେ ମାଶାଙ୍କେର ପକ୍ସ୍ଟତ୍ର ଗେର୍ଶୋନ ବଂଶଧର ଯୋନାଥନକକ୍ସ୍ଟ ନିୟକ୍ସ୍ଟକ୍ତି କଲେ। ଇଶ୍ରାୟେଲୀୟମାନେ ନିର୍ବାସିତ ହବୋ ପର୍ୟ୍ଯନ୍ତ ଯୋନାଥନ ଓ ତାଙ୍କର ପକ୍ସ୍ଟତ୍ରମାନେ ଦାନ ପରିବାରବର୍ଗର ଯାଜକ ହାଇେ ରହିଲେ।

ପ୍ରଥମ ରାଜାବଳୀ 12:31

ଏହାପରେ ୟାରବିଯାମ ଉଚ୍ଚସ୍ଥଳୀ ରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲବେୀକୁ ଛାଡି ଇଶ୍ରାୟେଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ।

ପ୍ରଥମ ରାଜାବଳୀ 13:33

ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।

Interlinear

Choose Theme