Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 16:7 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 16:7 · ଓଡ଼ିଆ ବାଇବେଲ

ଶାମ୍ଶାେନ୍ ଉତ୍ତର ଦଇେ କହିଲେ, ଯାହା କବେେ ଶକ୍ସ୍ଟଷ୍କ ହାଇନୋହିଁ। ଏପରି ସାତଟା କଞ୍ଚାତନ୍ତ ରେ ଯବେେ ସମାନେେ ମାେତେ ବାନ୍ଧିବେ। ତବେେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକପରି ହାଇେ ୟିବି।

Cross references

ବିଚାରକର୍ତାମାନଙ୍କ ବିବରଣ 16:10

ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ ବୋକା ବନଇେଲ ଓ ମିଥ୍ଯା କହିଲ। ଏବେ ତୁମ୍ଭେ କେଉଁଥି ରେ ବନ୍ଧାୟାଇପାର କକ୍ସ୍ଟହ।

ପ୍ରଥମ ଶାମୁୟେଲ 19:17

ଶାଉଲ ମୀଖଲକକ୍ସ୍ଟ କହିଲେ, ଏପରି କରି ତୁମ୍ଭେ କାହିଁକି ମାେତେ ପ୍ରବଞ୍ଚନା କଲ? ମାେ ଶତୃକକ୍ସ୍ଟ କାହିଁକି ତୁମ୍ଭେ ଖସିୟିବାକକ୍ସ୍ଟ ଦେଲେ।

ପ୍ରଥମ ଶାମୁୟେଲ 21:2

ଦାଉଦ ନୋବକକ୍ସ୍ଟ ଗଲେ। ଯାଜକ ଅହୀମଲକେକକ୍ସ୍ଟ ଦଖାେ କରିବାକୁ ଗଲେ।

ପ୍ରଥମ ଶାମୁୟେଲ 27:10

ଦାଉଦ ଏହିପରି ପ୍ରେତ୍ୟକକଥର କଲେ, ପ୍ରେତ୍ୟକକ ଥର ଅଖୀଶ ଦାଉଦଙ୍କକ୍ସ୍ଟ ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ ଆଜି କେଉଁଠାକକ୍ସ୍ଟ ଚଢାଉକରିବା ପାଇଁ ଗଲ? ଦାଉଦ କହିଲେ, ଆମ୍ଭେ ୟିହକ୍ସ୍ଟଦାର ଦକ୍ଷିଣାଅଞ୍ଚଳ ଓ ୟିରହମୀଲୀଯଙ୍କ ଦକ୍ଷିଣାଞ୍ଚଳ ଓ କନେୀଯମାନଙ୍କ ଦକ୍ଷିଣାଅଞ୍ଚଳ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲକ୍ସ୍ଟ।

ହିତୋପଦେଶ 12:19

ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

ହିତୋପଦେଶ 17:7

ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସହେିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।

ରୋମୀୟଙ୍କ ପ୍ରତି ପତ୍ର 3:8

ଏହି ସମାନ କଥା କହିବା ହେଲା, ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା' ଦ୍ବାରା ଭଲ ଆସିବ। ଅନକେ ଲୋକ ଆମ୍ଭକୁ ସମାଲୋଚ଼ନା କରନ୍ତି ଓ ମିଛ ରେ କୁହନ୍ତି ଯେ ଆମ୍ଭେ ସହେି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସମାନେେ ଠିକ୍ ନୁହଁନ୍ତି ଓ ସମାନଙ୍କେୁ ଦଣ୍ଡ ଦବୋ ଉଚ଼ିତ।

ଗାଲାତୀୟଙ୍କ ପ୍ରତି ପତ୍ର 6:7

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

କଲସୀୟଙ୍କ ପ୍ରତି ପତ୍ର 3:9

ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।

Interlinear

Choose Theme