Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 16:6 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 16:6 · ଓଡ଼ିଆ ବାଇବେଲ

ତେଣୁ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, ଦୟାକରି କକ୍ସ୍ଟହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ଯକ୍ତି ତୁମ୍ଭକୁ ବାନ୍ଧି ପାରିବ?

Cross references

ବିଚାରକର୍ତାମାନଙ୍କ ବିବରଣ 14:17

ଶାମ୍ଶାେନ୍ର ସ୍ତ୍ରୀ ଅବଶିଷ୍ଟ ସାତଦିନ ୟାକ କାନ୍ଦିଲା। ତେଣୁ ଶଷେ ରେ ଭୋଜୀର ସଲ୍ଗମ ଦିନ ରେ ଶାମ୍ଶାେନ୍ ପ୍ର ହଳେିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା'ପରେ ସେ ୟାଇ ତା'ର ଲୋକମାନଙ୍କୁ ସହେି ଉତ୍ତର କହି ଦଲୋ।

ନିହିମିୟା 6:4

ସମାନେେ ସହେି ସମବାର୍ତ୍ତା ମାେ ପାଖକୁ ଗ୍ଭରିଥର ପଠାଇଲେ। ମୁଁ ସମାନଙ୍କେୁ ସହେି ପ୍ରକାର ଉତ୍ତର ଦଲେି।

ଗୀତସଂହିତା 12:2

ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।

ହିତୋପଦେଶ 6:26

ବ୍ଯଭିଚାରିଣୀକୁ ପାଉଁରୋଟୀର ଦାମ ଦବୋକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦବୋକୁ ପଡ଼ିବ।

ହିତୋପଦେଶ 7:21

ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।

ହିତୋପଦେଶ 22:14

ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।

ହିତୋପଦେଶ 26:28

ମିଥ୍ଯାବାଦୀ ଜିହ୍ବା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଚାଟୁବାଦୀ କଥା ସର୍ବନାଶ କରେ।

ଯିରିମିୟ 9:2

ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।

ମୀଖା 7:2

ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।

ମୀଖା 7:5

ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

Interlinear

Choose Theme