ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ। ଯେ ଚିନ୍ତା ନ କରି କ ହେ ସେ ବିନାଶ ପ୍ରାପ୍ତ ହୁଏ।
Cross references
ତହିଁରେ ସେ ତାକକ୍ସ୍ଟ କହିଲେ, ଯେଉଁ ରଜ୍ଜକ୍ସ୍ଟ ରେ କୌଣସି କର୍ମ କରାୟାଇ ନାହିଁ। ଏପରି ନୂତନ ରଜ୍ଜକ୍ସ୍ଟ ଦୌଡି ରେ ମାେତେ ବିନ୍ଧିଲେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକଙ୍କ ପରି ହାଇଯେିବି।
ଶଷେ ରେ ଶାମ୍ଶାେନ୍ ସମସ୍ତ ଗକ୍ସ୍ଟଲ୍ଗକଥା ତାଙ୍କୁ ଜଣାଇଲେ। ସେ ତାଙ୍କୁ କହିଲେ, ମୁ ଜନ୍ମ ପୂର୍ବରକ୍ସ୍ଟ ସଦାପ୍ରଭୁଙ୍କୁ ସମର୍ପଣ ହାଇେଥିଲି। ମୁ ମାରେ ବାଳ କବେେ କାଟିନଥିଲି। ଯଦି କୌଣସି ଲୋକ ମାରେ ମକ୍ସ୍ଟଣ୍ତର ବାଳ କାଟି ସଫା କରିଦିଏ, ତବେେ ମୁ ମାରେ ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହାଇଯେିବି।
ମୁଁ କହିଲି, ମୁଁ ଏଣିକି ୟାହା ବିଷଯରେ କହିବି ସାବଧାନ ହବେି। ମୁଁ ମାରେ ଜିହ୍ବାକୁ ପାପ କରିବାକୁ ସୁଯୋଗ ଦବେି ନାହିଁ। ମୁଁ ଯେତବେେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି, ମୁଁ ମାରେ ମୁଖକୁ ବନ୍ଦ ରଖିବି।
ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ୟୁକ୍ତି କରେ ଓ ନିଜକୁ ବିପର୍ୟ୍ଯଯ ଆଡ଼କୁ ଟାଣିନିଏ।
ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।
ଦୁଷ୍ଟର ଓଷ୍ଠ ରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।
ଅଜ୍ଞାନର କଥା ସର୍ବଦା ସମସ୍ଯା ଆଣେ। କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।
ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।
ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।
ଯେ ଖଚୁଆ ହାଇେ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା' ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ। ଯେ ଗପିବାକୁ ଭଲ ପାଏ।
ଯେ ଆପଣା ମୁଖ ଓ ଜିହ୍ବା ରକ୍ଷା କରେ ସେ କ୍ଲେଶରୁ ଆପଣା ପ୍ରାଣକୁ ରକ୍ଷା କରେ।
କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।
ଜଣେ ଲୋକ ଭାବିପା ରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁ ସବୁ କଥା କହିବା ଉଚିତ ନୁହେଁ, ତାହା କହିବା ଦ୍ବାରା ସେ ନିଜକୁ ଠକେ। ତେଣୁ ତା'ର 'ଧର୍ମର କିଛି ମୂଲ୍ଯ ରହେ ନାହିଁ।
ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।