ବିଚାରକର୍ତାମାନଙ୍କ ବିବରଣ 13:9 · ଓଡ଼ିଆ ବାଇବେଲ
ପରମେଶ୍ବର ମନୋହର ପ୍ରାର୍ଥନା ଶୁଣିଲେ। ସହେି ସଦାପ୍ରଭୁଙ୍କର ଦୂତ ପକ୍ସ୍ଟନ୍ନରାଯ ସହେି ସ୍ତ୍ରୀ ଲୋକ ପାଖକକ୍ସ୍ଟ ଆସିଲେ, ସହେି ସ୍ତ୍ରୀ ଜଣଙ୍କ ଯେତବେେଳେ କ୍ଷତେ ରେ ତାଙ୍କ ସ୍ବାମୀଙ୍କ ବିନା ଏକା ଥିଲେ, ସହେି ସମୟରେ ଦୂତ ତାଙ୍କ ନିକଟକକ୍ସ୍ଟ ଆସିଲେ।
Cross references
ଗୀତସଂହିତା 65:2
ୟିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି, ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
ମାଥିଉଲିଖିତ ସୁସମାଚାର 7:7
ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।