ବିଚାରକର୍ତାମାନଙ୍କ ବିବରଣ 13:8 · ଓଡ଼ିଆ ବାଇବେଲ
ଏହାପରେ ମ ନୋହ ସଦାପ୍ରଭୁଙ୍କ ପ୍ରାର୍ଥନା କଲା, ହେ ସଦାପ୍ରଭୁ ତୁମ୍ଭକୁ ବିନଯ କରୁଅଛି, ପରମେଶ୍ବରଙ୍କର ଲୋକଙ୍କକ୍ସ୍ଟ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନବେ ଆମ୍ଭେ ତା ପାଇଁ କି କର୍ତ୍ତବ୍ଯ କରିବକ୍ସ୍ଟ। ସେ ଆମ୍ଭମାନଙ୍କୁ କକ୍ସ୍ଟହନ୍ତି।'
Cross references
ଆୟୁବ ପୁସ୍ତକ 34:32
ହେ ପରମେଶ୍ବର, ଯଦିଓ ମୁଁ ତୁମ୍ଭକୁ ଦେଖିପାରୁ ନାହିଁ, ଜୀବନ ରେ କେଉଁଟା ଠିକ୍ ବାଟ ମାେତେ ତୁମ୍ଭେ ଶିକ୍ଷା ଦିଅ। ଯଦି ମୁଁ କିଛି ଭୁଲ କରିଛି, ମୁଁ ଆଉ ସପରେି ପୁଣି ଥରେ କରିବି ନାହିଁ।'
ହିତୋପଦେଶ 3:5
ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:6
ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।