ବିଚାରକର୍ତାମାନଙ୍କ ବିବରଣ 13:10 · ଓଡ଼ିଆ ବାଇବେଲ
ତେଣୁ ସ୍ତ୍ରୀ ଲୋକଟି ତାଙ୍କ ସ୍ବାମୀ ନିକଟକକ୍ସ୍ଟ ଶିଘ୍ର ଦୌଡି ଗଲେ ଓ କହିଲେ, ସେ ଲୋକ ପକ୍ସ୍ଟନର୍ବାର ଦଖାେ ଦଲୋ? ସଦେିନ ଯେଉଁ ଲୋକ ମାେ ନିକଟକକ୍ସ୍ଟ ଆସିଥିଲେ।
Cross references
ଯୋହନଲିଖିତ ସୁସମାଚାର 1:41
ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)
ଯୋହନଲିଖିତ ସୁସମାଚାର 4:28
ତା'ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡି ନଗରକୁ ଚାଲିଗଲା। ସଠାେରେ ପହଞ୍ଚି ସେ ଲୋକମାନଙ୍କୁ କହିଲା,