ବିଚାରକର୍ତାମାନଙ୍କ ବିବରଣ 13:7 · ଓଡ଼ିଆ ବାଇବେଲ
କିନ୍ତୁ ସେ ମାେତେ କହିଲେ, 'ତକ୍ସ୍ଟମେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ। ତେଣୁ ତକ୍ସ୍ଟମେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ଯ ସବେନ କରିବା ଉଚିତ୍ ନକ୍ସ୍ଟହଁ କିମ୍ବା ଅଶକ୍ସ୍ଟଚି ଖାଦ୍ୟ ଖାଇବା ଉଚିତ୍ ନକ୍ସ୍ଟହଁ। କାରଣ ଶିଶକ୍ସ୍ଟଟିକକ୍ସ୍ଟ ପରମେଶଓରଙ୍କୁ ସମର୍ପଣ କରାୟିବ। ସେ ଜନ୍ମରକ୍ସ୍ଟ ମରଣ ପର୍ୟ୍ଯନ୍ତ ପରମେଶ୍ବରଙ୍କର ନାସନୀଯ ହବେ।'
Cross references
ବିଚାରକର୍ତାମାନଙ୍କ ବିବରଣ 13:4
ତୁମ୍ଭେ କଦାପି ଦ୍ରାକ୍ଷାରସ କି ଅନ୍ଯାନ୍ଯ ମାଦକ ଦ୍ରବ୍ଯ ସ୍ପର୍ଶ କରିବ ନାହିଁ। ତୁମ୍ଭମାନେେ କୌଣସି ଅଶକ୍ସ୍ଟଚି ସାମଗ୍ରୀ ଖାଇବ ନାହିଁ। ସାବଧାନ ହକ୍ସ୍ଟଅ।
ଆମୋଷ 2:11
ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ କେତକଙ୍କେୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର କେତକେ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। ହେ ଇଶ୍ରାୟେଲୀୟ, ଏହା ସତ୍ଯ ଏବଂ ସଦାପ୍ରଭୁ ଏହାହିଁ କହିଥିଲେ।