Home Bibles ବିଚାରକର୍ତାମାନଙ୍କ ବିବରଣ 13:3 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 13:3 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମ ନୋହର ସ୍ତ୍ରୀକକ୍ସ୍ଟ ପ୍ରସନ୍ନ ହେଲେ। ଏବଂ ତାଙ୍କୁ କହିଲେ, ତୁମ୍ଭେ ଆଜି ୟାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ।

Cross references

ଆଦି ପୁସ୍ତକ 16:7

ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।

ଆଦି ପୁସ୍ତକ 17:16

ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳ ରେ ଏକ ପୁତ୍ର ଦବେି। ଏବଂ ତୁମ୍ଭେ ତା'ର ପିତା ହବେ। ସେ ବହୁ ଜାତିର ଆଦିମାତା ହବେ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନବେେ।

ଆଦି ପୁସ୍ତକ 18:10

ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।

ଆଦି ପୁସ୍ତକ 18:14

ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।

ବିଚାରକର୍ତାମାନଙ୍କ ବିବରଣ 2:1

ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରକ୍ସ୍ଟ ବୋଖୀମକକ୍ସ୍ଟ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତଙ୍କ ଇଶ୍ରାୟେଲବାସୀଙ୍କକ୍ସ୍ଟ ନିମ୍ନଲିଖିତ ବାର୍ତ୍ତା ଦେଲେ, ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ଆଣିଲି। ମୁ ଯେଉଁ ଭୂମି ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି, ତାହା ମୁ ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁ କହିଲିକ ଯେ, ମୁ ତୁମ୍ଭମାନଙ୍କ ସହିତ ଚକ୍ସ୍ଟକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।

ବିଚାରକର୍ତାମାନଙ୍କ ବିବରଣ 6:11

ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

ବିଚାରକର୍ତାମାନଙ୍କ ବିବରଣ 6:12

ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗ ରେ ଦର୍ଶନ ଦେଲେ ଓ କହିଲେ, ହେ ମହାବିକ୍ରମଶାଳି ଲୋକ ସଦାପ୍ରଭୁ ତକ୍ସ୍ଟମ୍ଭ ସଙ୍ଗେ ଅଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 13:6

ଏହାପରେ ସହେି ସ୍ତ୍ରୀ ଲୋକଜଣଙ୍କ ତା'ର ସ୍ବାମୀକକ୍ସ୍ଟ କହିଲା ଯାହା ସବୁ ଘଟିଗଲା। ସେ କହିଲା, ପରମେଶ୍ବରଙ୍କର ଜଣେ ଲୋକ ମାେ ନିକଟକକ୍ସ୍ଟ ଆସିଲେ ୟିଏକି ପରମେଶ୍ବରଙ୍କ ଦୂତପରି ଦଖାଯାେଉଥିଲେ। ସେ ଅତି ଭୟଙ୍କର ଦଖାଯାେଉଥିଲେ। ସେ କେଉଁଠକ୍ସ୍ଟ ଆସିଥିଲେ, ମୁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମାେତେ କହିଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 13:8

ଏହାପରେ ମ ନୋହ ସଦାପ୍ରଭୁଙ୍କ ପ୍ରାର୍ଥନା କଲା, ହେ ସଦାପ୍ରଭୁ ତୁମ୍ଭକୁ ବିନଯ କରୁଅଛି, ପରମେଶ୍ବରଙ୍କର ଲୋକଙ୍କକ୍ସ୍ଟ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନବେ ଆମ୍ଭେ ତା ପାଇଁ କି କର୍ତ୍ତବ୍ଯ କରିବକ୍ସ୍ଟ। ସେ ଆମ୍ଭମାନଙ୍କୁ କକ୍ସ୍ଟହନ୍ତି।'

ବିଚାରକର୍ତାମାନଙ୍କ ବିବରଣ 13:10

ତେଣୁ ସ୍ତ୍ରୀ ଲୋକଟି ତାଙ୍କ ସ୍ବାମୀ ନିକଟକକ୍ସ୍ଟ ଶିଘ୍ର ଦୌଡି ଗଲେ ଓ କହିଲେ, ସେ ଲୋକ ପକ୍ସ୍ଟନର୍ବାର ଦଖାେ ଦଲୋ? ସଦେିନ ଯେଉଁ ଲୋକ ମାେ ନିକଟକକ୍ସ୍ଟ ଆସିଥିଲେ।

ପ୍ରଥମ ଶାମୁୟେଲ 1:20

ଏହାପରେ ସହେି ସମୟରେ ପରବର୍ଷ ହାନ୍ନା ପକ୍ସ୍ଟତ୍ର ପ୍ରସବ କଲା। କାରଣ ମୁ ସଦାପ୍ରଭୁଙ୍କୁ ମାଗିଥିଲି, ସେ ତାହାର ନାମ ଶାମକ୍ସ୍ଟଯଲେ ଡାକିଲା।

ଦିତୀୟ ରାଜାବଳୀ 4:16

ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।

ଲୂକଲିଖିତ ସୁସମାଚାର 1:11

ସହେି ସମୟରେ ଜିଖରିୟଙ୍କ ଆଗ ରେ ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଦର୍ଶନ ଦେଲେ। ସେ ଧୂପବଦେୀର ଡାହାଣ ପଟେ ଠିଆ ହାଇେଥିଲେ।

ଲୂକଲିଖିତ ସୁସମାଚାର 1:13

କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।

ଲୂକଲିଖିତ ସୁସମାଚାର 1:28

ସ୍ବର୍ଗଦୂତ ସହେି କନ୍ଯା ପାଖକୁ ଆସି କହିଲେ, ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।

Interlinear

Choose Theme