Home Bibles ☰ Books ଯୋହନଲିଖିତ ସୁସମାଚାର 4:28 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:28 · ଓଡ଼ିଆ ବାଇବେଲ

ତା'ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡି ନଗରକୁ ଚାଲିଗଲା। ସଠାେରେ ପହଞ୍ଚି ସେ ଲୋକମାନଙ୍କୁ କହିଲା,

Cross references

ଦିତୀୟ ରାଜାବଳୀ 5:4

ନାମାନ୍ ନିଜର ପ୍ରଭୁ ଅରାମ୍ର ରାଜାଙ୍କ ନିକଟକୁ ୟାଇ ଇଶ୍ରାୟେଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ମାଥିଉଲିଖିତ ସୁସମାଚାର 28:8

ତେଣୁ ସହେି ସ୍ତ୍ରୀଲୋକମାନେ ତତ୍କ୍ଷଣାତ୍ କବର ସ୍ଥାନ ଛାଡ଼ି ଚାଲିଗଲେ। ସମାନେେ ଡ଼ରି ଯାଇଥିଲେ, କିନ୍ତୁ ବହୁତ ଖୁସି ମଧ୍ଯ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ଯମାନଙ୍କୁ ଜଣାଇବା ପାଇଁ ସମାନେେ ଦୌଡ଼ି ଦୌଡ଼ି ଗଲେ।

ମାର୍କଲିଖିତ ସୁସମାଚାର 16:8

ସହେି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟ ରେ ଅଭିଭୁତ ହାଇେ ଯାଉଥିଲେ। ସମାନେେ କବରରୁ ବାହାରି ଦୌଡି ପଳାଇଲେ, କିନ୍ତୁ ଭୟଭୀତ ହାଇେ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।

ଲୂକଲିଖିତ ସୁସମାଚାର 24:9

ସହେି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡି ଏଗାର ଜଣ ପ୍ ରରେିତ ଓ ସମସ୍ତ ଅନ୍ୟ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ସମାଧି ଭିତ ରେ ଯାହା ଘଟିଥିଲା, ସତକେ ଗୋଟି ଗୋଟି କରି ସମାନଙ୍କେୁ କହିଲେ।

ଲୂକଲିଖିତ ସୁସମାଚାର 24:33

ତା'ପରେ ସମାନେେ ଉଠି ପଡିଲେ ଓ ୟିରୁଶାଲମକୁ ଫରେିଗଲେ। ୟିରୁଶାଲମ ରେ ସମାନେେ ଯୀଶୁଙ୍କ ଶିଷ୍ଯଗଣ ଓ ଏଗାର ଜଣ ପ୍ ରରେିତଙ୍କୁ ଏକତ୍ରୀତ ହାଇେଥିବାର ଦେଖିଲେ।

ଯୋହନଲିଖିତ ସୁସମାଚାର 4:7

ସତେିକି ବେଳେ ଜଣେ ଶମିରୋଣୀଯା ସ୍ତ୍ରୀ ସହେି କୂଅରୁ ପାଣି ନବୋ ପାଇଁ ଆସିଲା। ଯୀଶୁ ତାକୁ କହିଲେ, ମାେତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।

Interlinear

Choose Theme