Home Bibles ବିଚାରକର୍ତାମାନଙ୍କ ବିବରଣ 12:3 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 12:3 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ମାେତେ ସାହାୟ୍ଯ କଲନାହିଁ। ଏଥିଯୋଗୁ ମୁ ମାରେ ଜୀବନକକ୍ସ୍ଟ ବାଜି ଲଗାଇଲି। ମୁ ନଦୀ ପାର ହାଇେ ଅେମ୍ମାନୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମାେତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭମାନେେ ଆଜି କାହିଁକି ମାେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଆସିଲ?

Cross references

ବିଚାରକର୍ତାମାନଙ୍କ ବିବରଣ 9:17

ତା'ପରେ ସହେି ବିଷଯ ରେ ଚିନ୍ତାକର, ମାରେ ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମାରେ ପିତା ତୁମ୍ଭମାନଙ୍କ ପାଇଁ ୟକ୍ସ୍ଟଦ୍ଧ କରିଥିଲେ। ସେ ତା ଜୀବନକକ୍ସ୍ଟ ବାଜି ଲଗାଇ ମିଦିଯନର ହସ୍ତରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ।

ବିଚାରକର୍ତାମାନଙ୍କ ବିବରଣ 11:27

ଆମ୍ଭେ ଇଶ୍ରାୟେଲର ଲୋକ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ କୌଣସି ପାପ କରିନାହିଁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ଭୂଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇଶ୍ରାୟେଲ ଲୋକମାନଙ୍କ ଓ ଅମ୍ମାନରେ ଲୋକମାନଙ୍କ ମଧିଅରେ ବିଗ୍ଭର କର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 19:5

ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

ପ୍ରଥମ ଶାମୁୟେଲ 28:21

ସହେି ସ୍ତ୍ରୀ ଲୋକଟି ଶାଉଲଙ୍କ ନିକଟକକ୍ସ୍ଟ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, ଦେଖ, ମୁ ତୁମ୍ଭର ଦାସୀ ମୁ ତୁମ୍ଭକୁ ସମ୍ମାନ କରୁଛି। ମୁ ମାରେ ଜୀବନକକ୍ସ୍ଟ ସଙ୍କଟାପୂର୍ଣ କରି ତୁମ୍ଭେ ଯାହା କହିଲି, ମୁ ତାହା କଲି।

ଦିତୀୟ ବଂଶାବଳୀ 13:12

ପରମେଶ୍ବର ସ୍ବଯଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧର ଆହ୍ବାନ ରୂପେ ପରମେଶ୍ବରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରୁଦ୍ଧ ରେ ୟୁଦ୍ଧ କର ନାହିଁ। ତୁମ୍ଭମାନେେ କବେେ ସଫଳ ହବେ ନାହିଁ।

ଆୟୁବ ପୁସ୍ତକ 13:14

ମୁଁ ନିଜକୁ ବିପଦ ରେ ପକାଇବି ଏବଂ ମାେ ଜୀବନ ନିଜ ହାତ ରେ ଦବେି।

ଗୀତସଂହିତା 119:109

ମାେ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ, କିନ୍ତୁ ମୁଁ ଏବେ ପର୍ୟ୍ଯନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ ହାଇେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 16:4

ସମାନେେ ମାରେ ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦ ରେ ପକାଇ ଥିଲେ। ମୁଁ ସମାନଙ୍କେ ପ୍ରତି କୃତଜ୍ଞ। କବଳେ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ଯ ସମାନଙ୍କେ ପ୍ରତି କୃତଜ୍ଞ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:11

ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।

Interlinear

Choose Theme