ଏହାପରେ ୟିଲ୍ଗହ ଗିଲିଯାଦର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ଏବଂ ଇଫ୍ରଯିମ, ଇଫ୍ରଯିମ ପରିବାରବର୍ଗ ବିରକ୍ସ୍ଟଦ୍ଦ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, କାରଣ ସମାନେେ ଗିଲିଯଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସମାନେେ କହିଲେ, ହେ ଗିଲିଯଦର ଲୋକମାନେ, ତୁମ୍ଭମାନେେ ଇଫ୍ରଯିମ ଓ ମନଃଶିର ମଧିଅରେ ବାସ କରୁଥିବା ଇଫ୍ରଯିମର ଶରଣାସ୍ଥି। ଗିଲିଯାଦର ଲୋକମାନେ ଇଫ୍ରଯିମର ଲୋକମାନଙ୍କୁ ପରାସ୍ତ କଲେ।
Cross references
ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିଯଦ୍କୁ ଆକ୍ରମଣ କଲେ ଓ ଇ ମାରେୀଯମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେର ଭୁମି ନଇଗେଲେ।
ତେଣୁ ଆମ୍ଭମାନେେ ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାରକ୍ସ୍ଟ ସହେି ସମସ୍ତ ଦେଶ ନିଜର କରଗତ କଲକ୍ସ୍ଟ, ସେଥିରକ୍ସ୍ଟ ମୁ ଗିଲିଯଦର ପର୍ବତମଯ ଦେଶର ଅର୍ଦ୍ଧକେ ଓ ତାହାର ନଗରଗୁଡିକୁ ରକ୍ସ୍ଟବନେ ବଂଶକକ୍ସ୍ଟ ଓ ଗାଦ୍ ବଂଶକକ୍ସ୍ଟ ଦଲେି।
ଗିଲିଯଦର ପ୍ରାଚୀନ ନତେୃବର୍ଗ ୟିଲ୍ଗହକକ୍ସ୍ଟ କହିଲେ, ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶକ୍ସ୍ଟଣିଛନ୍ତି। ଆମ୍ଭମାନେେ ଆପଣଙ୍କକ୍ସ୍ଟ କଥା ଦେଉଛକ୍ସ୍ଟ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭମାନେେ କରିବକ୍ସ୍ଟ।
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।
ମୁଁ ପ୍ରାର୍ଥନା କଲି, ହେ ଆମ୍ଭର ପରମେଶ୍ବର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସହେି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସମାନଙ୍କେର ପରିହାସ ସମାନଙ୍କେ ପାଖକୁ ଫରୋଇ ଦିଅ। ସମାନଙ୍କେୁ ବିଦେଶ ରେ ବନ୍ଦୀକରି ସମାନଙ୍କେର ଧନ ଲୁଣ୍ଠିତ କରାଗଲା।
ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।
ଦୁଷ୍ଟର ଓଷ୍ଠ ରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।
କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।