ବିଚାରକର୍ତାମାନଙ୍କ ବିବରଣ 12:2 · ଓଡ଼ିଆ ବାଇବେଲ
ୟିଲ୍ଗହ ସମାନଙ୍କେୁ ଉତ୍ତର ଦେଲେ, ଅେମ୍ମାନୀୟମାନଙ୍କ ସହିତ ମାରେ ଓ ମାରେ ଲୋକମାନଙ୍କର ବଡ ବିବାଦ ଥିଲା। ତେଣୁ ମୁ ମାରେ ଲୋକମାନଙ୍କ ସହିତ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲି। ମୁ ତୁମ୍ଭକୁ ଡାକିଥିଲି କିନ୍ତୁ ତୁମ୍ଭମାନେେ ଆସିଲ ନାହିଁ।
Cross references
ବିଚାରକର୍ତାମାନଙ୍କ ବିବରଣ 11:12
ୟିଲ୍ଗହ ଅେମ୍ମାନୀୟର ରାଜାଙ୍କ ନିକଟକକ୍ସ୍ଟ ଦୂତ ପଠାଇ କହିଲେ, ଅମ୍ମାନେୀୟ ଓ ଇଶ୍ରାୟେଲୀୟ ମଧିଅରେ ସମସ୍ଯା କ'ଣ? କାହିଁକି ତୁମ୍ଭମାନେେ ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ଆସିଅଛ?