ବିଚାରକର୍ତାମାନଙ୍କ ବିବରଣ 1:8 · ଓଡ଼ିଆ ବାଇବେଲ
ୟିହକ୍ସ୍ଟଦାର ଲୋକମାନେ ୟିରକ୍ସ୍ଟଶାଲମର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେୁ ଖଣ୍ତା ଦ୍ବାରା ହତ୍ଯା କଲେ ଓ ସହରକକ୍ସ୍ଟ ପୋଡି଼ ଦେଲେ ।
Cross references
ଯିହୋଶୂୟ 15:63
ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।
ବିଚାରକର୍ତାମାନଙ୍କ ବିବରଣ 1:21
ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।