Home Bibles ☰ Books ଗୀତସଂହିତା 18:24 · ଓଡ଼ିଆ ବାଇବେଲ
ଗୀତସଂହିତା 18:24 · ଓଡ଼ିଆ ବାଇବେଲ

ତଣେୁ ମାରେ ସଦାପ୍ରଭୁ ମାେତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।

Cross references

ରୂତର ବିବରଣ 2:12

ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପକ୍ସ୍ଟରସ୍କାର ଦବେେ। ତୁମ୍ଭକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପୂର୍ଣ ମାତ୍ରା ରେ ପକ୍ସ୍ଟରସ୍କୃତ କରନ୍ତକ୍ସ୍ଟ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକକ୍ସ୍ଟ ଫରେିଆସିଲ ଏବଂ ସେ ତକ୍ସ୍ଟମ୍ଭଙ୍କକ୍ସ୍ଟ ରକ୍ଷା କରିବେ।

ପ୍ରଥମ ଶାମୁୟେଲ 26:23

ସଦାପ୍ରଭୁ ପ୍ରେତ୍ୟକକ ମନକ୍ସ୍ଟଷ୍ଯକକ୍ସ୍ଟ ତାହାର କର୍ମ ଅନକ୍ସ୍ଟସା ରେ ଫଳ ଦିଅନ୍ତି। ସେ ତାକକ୍ସ୍ଟ ସତ୍ କାର୍ୟ୍ଯ ପାଇଁ ପକ୍ସ୍ଟରସ୍କାର ଦିଅନ୍ତି ଏବଂ ଭୂଲ୍ କାର୍ୟ୍ଯ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ଆଜି ସମର୍ପଣ କଲେ, ପରମେଶ୍ବରଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ମୁ ହତ୍ଯା କରି ନାହିଁ।

ମାଥିଉଲିଖିତ ସୁସମାଚାର 10:41

ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:6

ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।

ଏବ୍ରୀ 6:16

ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।

Interlinear

Choose Theme