ଆଜି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବଙ୍କର ସମ୍ମକ୍ସ୍ଟଖ ରେ ଛିଡା ହାଇେଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ଯକ୍ଷଗଣ ଓ ଇଶ୍ରାୟେଲର ସମସ୍ତ ପୁରୁଷ ଏହିଠା ରେ ଉପସ୍ଥିତ ଅଛନ୍ତି।
Cross references
ଯେଉଁ ଦିନ ତୁମ୍ଭେ ହାରେବେ ରେ ସଦାପ୍ରଭୁ ପରମେଶ୍ବରଙ୍କ ଛାମକ୍ସ୍ଟ ରେ ଛିଡା ହାଇେଥିଲ, ସେତବେେଳେ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ଯ ସମାନଙ୍କେୁ ଶକ୍ସ୍ଟଣାଇବା ତହିଁରେ ସମାନେେ ପୃଥିବୀ ରେ ୟାବଜ୍ଜୀବନ ଆମ୍ଭକକ୍ସ୍ଟ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।'
ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, େଛାଟପିଲା ଏବଂ ବିଦେଶୀଯମାନେ ଯେଉଁମାନେ ତକ୍ସ୍ଟମ୍ଭ ନଗର ରେ ବାସ କରୁଛନ୍ତି। ସମାନେେ ମଧ୍ଯ ଏହି ବ୍ଯବସ୍ଥା ଶକ୍ସ୍ଟଣିବେ। ସମାନେେ ମଧ୍ଯ ତୁମ୍ଭର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହାପରେ ସମାନେେ ବ୍ଯବସ୍ଥା ଅନକ୍ସ୍ଟସା ରେ କର୍ମ କରିପାରିବେ।
ଇଶ୍ରାୟେଲର ସମସ୍ତ ଲୋକମାନେ ସଠାେରେ ଉପସ୍ଥିତ ଥିଲେ। ସଠାେରେ ମଧ୍ଯ ସମସ୍ତ ସ୍ତ୍ରୀ ଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ସଠାେରେ ଉପସ୍ଥିତ ଥିଲେ। ବିଦେଶୀମାନେ ଇଶ୍ରାୟେଲଗଣଙ୍କ ସହିତ ବାସ କରୁଥିଲେ। ଏବଂ ସଠାେରେ ଯିହାଶୂେୟ ସମସ୍ତ ନିଯମ ପାଠ କରିଥିଲେ, ଯାହାକି ମାଶାଙ୍କେ ଦ୍ବାରା ସ୍ଥାପିତ ହାଇେଥିଲା।
ତେଣୁ ସମାନଙ୍କେୁ ଜୀବିତ ଛାଡି ଦିଅ। କିନ୍ତୁ ସମାନେେ ଆମ୍ଭର ସବେକଗଣ ହବେେ। ସମାନଙ୍କେୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକକ୍ସ୍ଟ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତକ୍ସ୍ଟ।ତେଣୁ ଅଧିପତିମାନେ ସମାନଙ୍କେର ଶପଥ ଭାଙ୍ଗିଲେ ନାହିଁ।
ଆହକ୍ସ୍ଟରି ସଦାପ୍ରଭୁ ଶୀଲୋ ରେ ପକ୍ସ୍ଟନର୍ବାର ଶାମକ୍ସ୍ଟଯଲକେକ୍ସ୍ଟ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋ ରେ ଶାମକ୍ସ୍ଟଯଲେ ନିକଟରେ ତାଙ୍କ ବାକ୍ଯ ଦ୍ବାରା ଆପଣାକକ୍ସ୍ଟ ପ୍ରକାଶ କଲେ।
ଆଉ ଶାମକ୍ସ୍ଟଯଲରେ କଥା ସମସ୍ତ ଇଶ୍ରାୟେଲ ମଧିଅରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପକ୍ସ୍ଟତ୍ରମାନେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କକ୍ସ୍ଟକାର୍ୟ୍ଯ କରି ଚାଲିଲେ।
ଯିହୁଦାର ସମସ୍ତ ଲୋକ ସମାନଙ୍କେ ଶିଶୁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ନଇେ ସମ୍ମୁଖ ରେ ଠିଆ ହାଇେଥିଲେ।
ଏହାପରେ ଯିହାୟୋଦାରଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିଯମ କଲେ। ସମାନେେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହବେେ, ଏଥି ରେ ସମ୍ମତ ହେଲେ।
ଏହାପରେ ରାଜା ଯୋଶିୟଯ ଯିହୁଦା ଓ ୟିରୁଶାଲମର ସମସ୍ତ ବଯୋଜ୍ଯୋଷ୍ଠ ବ୍ଯକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ।
ସପ୍ତମ ମାସର ପ୍ରଥମ ଦିନ ରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖ ରେ ବ୍ଯବସ୍ଥାପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ।
ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
ତଥାପି ଏସବୁ ଘଟିଲେ ହେଁ ଆମ୍ଭମାନେେ ଏକ ନିଶ୍ଚିତ ନିଯମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲବେୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମାହେରାଙ୍କିତ କରୁଅଛନ୍ତି।
ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ବରଙ୍କ ନିକଟରେ ଏକ ଶପଥ କଲେ। ସମାନେେ କହିଲେ, ଯଦି ଆମ୍ଭମାନେେ ଆମ୍ଭର ଶପଥ ନରଖୁ, ତବେେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ। ପରମେଶ୍ବରଙ୍କ ବ୍ଯବସ୍ଥା ତାଙ୍କର ଦାସ ମାଶାଙ୍କେ ଦ୍ବାରା ଘାଷେଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକା ରେ ସଦାପ୍ରଭୁ ପରମେଶ୍ବରଙ୍କର ବ୍ଯବସ୍ଥା ଓ ନିଯମ ମାନିବା ପାଇଁ ଶପଥ କଲେ।
ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।
ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।
ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।