ସଦାପ୍ରଭୁଙ୍କ ସବେକ ମାଶାେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ଯେ ରୂପେ ଆଜ୍ଞା ଦଇେଥିଲେ, ସହେିପରି ଭାବରେ ମାଶାଙ୍କେର ବ୍ଯବସ୍ଥା ଗ୍ରନ୍ଥର ଲଖାନେକ୍ସ୍ଟସା ରେ ୟହିଁ ଉପରେ କୌଣସି ମଣିଷ ଲକ୍ସ୍ଟହା ଉଞ୍ଚାଇ ନାହିଁ। ଏପରି ଅଚଞ୍ଛା ପଥର ରେ ୟଜ୍ଞବଦେୀ ସେ ନିର୍ମାଣ କଲେ। ତହିଁ ଉପରେ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
Cross references
ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।
ତୁମ୍ଭମାନେେ ମାଟି ରେ ଏକ ସ୍ବତନ୍ତ୍ର ୟଜ୍ଞବଦେୀ ମାେ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମଷେ ଓ ଗୋରୁଗାଈରୁ ସଠାେରେ ହାମବେଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କର। ମୁଁ ତୁମ୍ଭମାନଙ୍କୁ ସବୁଠା ରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠା ରେ ତୁମ୍ଭମାନେେ ମାେତେ ସ୍ମରଣ କରିବ।
ଯବେେ ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବଦେୀ ନିର୍ମାଣ କରିବ, ତବେେ ଖାଦେିତ ପ୍ରସ୍ତର ରେ ତାହା ନିର୍ମାଣ କରିବ ନାହିଁ। କାରଣ ତହିଁ ଉପରେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର ହବେ। ଏହା ଆଉ ଗ୍ରହଣ ଯୋଗ୍ଯ ହବେ ନାହିଁ।
ଏହାପରେ ମାଶାେ ଇଶ୍ରାୟେଲର ୟୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁଁ ପଠାଇଲେ। ସହେି ୟୁବକଗଣ ପରମେଶ୍ବରଙ୍କ ନିକଟରେ ହାମବେଳି ଓ ମଙ୍ଗଳାର୍ଥକ ବଳି ସ୍ବରୂପେ ବୃଷଭମାନଙ୍କୁ ବଳିଦାନ ଦେଲେ।
ଯେଉଁଦିନ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ନଦୀ ପାରହେଲ ଏବଂ ସହେି ଦେଶ ରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି। ସହେିଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲପନେ କରିବ।
ଆଉ ତୁମ୍ଭେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଇଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ଅର୍ଥାତ୍ ପଥର ରେ ଏକ ୟଜ୍ଞବଦେୀ ନିର୍ମାଣ କରିବ। ସହେି ପଥର କାଟିବା ରେ ଲକ୍ସ୍ଟହା ବ୍ଯବହାର କରିବ ନାହିଁ।
ତୁମ୍ଭେ ସହେି ପ୍ରସ୍ତର ଉପରେ ଏହି ବ୍ଯବସ୍ଥାର ସମସ୍ତ କଥା ସକ୍ସ୍ଟନ୍ଦରଭାବେ ଖାେଳି ଲେଖିବ।
ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।
ଏହାପରେ ବ୍ଯବସ୍ଥା ପୁସ୍ତକକରେ ଲଖାୟୋଇଥିବା ଉଭୟ ଆଶିର୍ବାଦ ଓ ଅଭିଶାପ ବିଷଯକ ବ୍ଯବସ୍ଥାର ସମସ୍ତ ଶଦ୍ଦ ସେ ପାଠକଲେ।
ଏଲିଯ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉର୍ଦ୍ଦିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ।
ମାତ୍ର, ସେ ହତ୍ଯାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମାଶାଙ୍କେର ବ୍ଯବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହାଇେଛି ଯେ, ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହବେେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ଯୁଦଣ୍ତ ପାଇବେ ନାହିଁ। ପ୍ରେତ୍ୟକକ ଲୋକ ନିଜ ପାପ ଲାଗି ଦଣ୍ତିତ ଭୋଗ କରିବ।
ସେତବେେଳେ ମହାୟାଜକ ହିଲକିଯ ଶାଫନ୍ ସମ୍ପାଦକଙ୍କୁ କହିଲା, ଏଠାକୁ ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ଯବସ୍ଥା ପୁସ୍ତକ ପାଇଅଛୁ। ତା'ପରେ ଶାଫନ୍ ସହେି ପୁସ୍ତକ ପାଠ କଲେ।
କିନ୍ତୁ ଅମତ୍ସିଯ ସହେି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ଯା କଲେ ନାହିଁ ; କାହିଁକି ? ସେ ମାଶାଙ୍କେ ପୁସ୍ତକରେ ଲିଖିତ ନିଯମକୁ ମାନିଲେ। ସଦାପ୍ରଭୁ ଆଦେଶ ଦଇେଥିଲେ, ପିତାମାତାମାନଙ୍କୁ ସମାନଙ୍କେ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ଯା କରାୟିବ ନାହିଁ। ଆଉ ସନ୍ତାନମାନଙ୍କୁ ସମାନଙ୍କେ ପିତାମାତାଙ୍କର ଅପରାଧ ପାଇଁ ହତ୍ଯା କରାୟିବ ନାହିଁ। ଜଣେ ବ୍ଯକ୍ତିକୁ କବଳେ ତା'ର ନିଜର ମନ୍ଦକର୍ମ ପାଇଁ ହତ୍ଯା କରାୟିବା ଉଚିତ୍।
ଏହାପରେ ସମାନେେ ବିଭିନ୍ନ ବଂଶକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମାଶାଙ୍କେ ବ୍ଯବସ୍ଥା ନିଯମ ଯେ ପ୍ରକାର ଶିକ୍ଷା ଦଇେଥିଲା, ସେ ପ୍ରକା ରେ ହାମବେଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା।
ସମାନେେ ମାଶାେ ପୁସ୍ତକର ଲିଖନ ପ୍ରମାଣେ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ସବୋପାଇଁ ଯାଜକମାନଙ୍କୁ ସମାନଙ୍କେର ଦଳ ଅନୁସାରେ ଓ ଲବେୀୟମାନଙ୍କୁ ସମାନଙ୍କେ ଦଳ ଅନୁସାରେ ନିୟୁକ୍ତି କଲେ।
ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।
ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତବେେ ତା'ର ଅର୍ଥ ସେ ନିଜେ ନିଜ ଭିତ ରେ ଭାଗଭାଗ ହାଇେଛି। ଏ ପରିସ୍ଥିତି ରେ ତା'ର ରାଜ୍ଯ ତିଷ୍ଠି ରହି ପାରିବା ସମ୍ଭବ ହବେନାହିଁ।