Home Bibles ଯିହୋଶୂୟ 8:32 · ଓଡ଼ିଆ ବାଇବେଲ
ଯିହୋଶୂୟ 8:32 · ଓଡ଼ିଆ ବାଇବେଲ

ସହେି ସ୍ଥାନ ରେ ଯିହାଶୂେୟ ପ୍ରସ୍ତର ଫଳକ ଉପରେ ମାଶାଙ୍କେ ବ୍ଯବସ୍ଥା ପୁସ୍ତକ ଲେଖିଲେ। ଇଶ୍ରାୟେଲ ଲୋକମାନଙ୍କୁ ଦଖାଇବୋକକ୍ସ୍ଟ ଯିହାଶୂେୟ ଏହା କଲେ, କାରଣ ତାହା

Cross references

ଦିତୀୟ ବିବରଣ 27:2

ଯେଉଁଦିନ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ନଦୀ ପାରହେଲ ଏବଂ ସହେି ଦେଶ ରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି। ସହେିଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲପନେ କରିବ।

ଦିତୀୟ ବିବରଣ 27:8

ତୁମ୍ଭେ ସହେି ପ୍ରସ୍ତର ଉପରେ ଏହି ବ୍ଯବସ୍ଥାର ସମସ୍ତ କଥା ସକ୍ସ୍ଟନ୍ଦରଭାବେ ଖାେଳି ଲେଖିବ।

Interlinear

Choose Theme