Home Bibles ଦିତୀୟ ରାଜାବଳୀ 22:8 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 22:8 · ଓଡ଼ିଆ ବାଇବେଲ

ସେତବେେଳେ ମହାୟାଜକ ହିଲକିଯ ଶାଫନ୍ ସମ୍ପାଦକଙ୍କୁ କହିଲା, ଏଠାକୁ ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ଯବସ୍ଥା ପୁସ୍ତକ ପାଇଅଛୁ। ତା'ପରେ ଶାଫନ୍ ସହେି ପୁସ୍ତକ ପାଠ କଲେ।

Cross references

ଦିତୀୟ ବିବରଣ 31:24

ମାଶାେ ୟତ୍ମପୂର୍ବକ ସହେି ବ୍ଯବସ୍ଥା ପୁସ୍ତକକରେ ସମସ୍ତ ଲେଖିଲେ।

ଦିତୀୟ ବିବରଣ 31:26

ଏହି ବ୍ଯବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ଭିତ ରେ ରଖ। ତାହା ସଠାେରେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ ରହିବ।

ଦିତୀୟ ରାଜାବଳୀ 23:2

ଏହାପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ୟିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ଯଦ୍ବକ୍ତାମାନେ ଓ ସମସ୍ତ ବଡରୁ େଛାଟ ଗମନ କଲେ। ତହୁଁ ସଦାପ୍ରଭୁ ମନ୍ଦିରରୁ ପ୍ରାପ୍ତ ବ୍ଯବସ୍ଥା ପୁସ୍ତକର ସମସ୍ତ ବାକ୍ଯ ସମାନଙ୍କେର କର୍ଣ୍ଣ ଗୋଚର ହବୋ ପାଇଁ ଯୋଶିୟଯ ରାଜା ପାଠ କଲେ।

ଦିତୀୟ ବଂଶାବଳୀ 34:14

ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସହେି ସମୟରେ ହିଲ୍କିଯ ଯାଜକ ମାଶାଙ୍କେ ଦ୍ବାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ପୁସ୍ତକଟି ପାଇଲେ।

Interlinear

Choose Theme