ତେଣୁ ଯାଜକ ପୀନହାସ କହିଲେ, ବର୍ତ୍ତମାନ ଆମେ ଜାଣିଲକ୍ସ୍ଟ ଯେ ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି। ଏବଂ ଆମେ ଜାଣିଲକ୍ସ୍ଟ ଯେ ତୁମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧାଚରଣ କରିନାହିଁ। ଆମ୍ଭେ ଖକ୍ସ୍ଟସ ଯେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କକ୍ସ୍ଟ କୌଣସି ଦଣ୍ତ ଦଇେ ନାହାଁନ୍ତି।
Cross references
ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।
ତହିଁରେ ମାଶାେ କହିଲେ, ଏତେ ତୁମ୍ଭମାନେେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହ କର୍ମ ସଫଳ ହବେନାହିଁ।
ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।
ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।
ବୁକ୍କି ଅବୀଶୂଯର ପୁତ୍ର ଥିଲା। ଅବୀଶୂଯ ପୀନହସର ପୁତ୍ର ଥିଲା। ପୀନହସ୍ ଇଲିଯାସର ପୁତ୍ର ଥିଲା। ଇଲିଯାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲୋରୁ ୟିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମାଶାଙ୍କେର ବ୍ଯବସ୍ଥା ଖୁବ୍ ଭଲ ରୁପେ ଜାଣିଥିଲେ। ମାଶାଙ୍କେର ବ୍ଯବସ୍ଥା ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବରଙ୍କ ଦ୍ବାରା ଦିଆୟାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।
ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।'
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହବେ, ସେଥି ରେ ସେ ମସ୍ତକ ନତକରି ପରମେଶ୍ବର ଯେ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ଏହା ସ୍ବୀକାର କରି ପରମେଶ୍ବରଙ୍କ ଉପାସନା କରିବ।