ତହିଁରେ ମାଶାେ କହିଲେ, ଏତେ ତୁମ୍ଭମାନେେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହ କର୍ମ ସଫଳ ହବେନାହିଁ।
Cross references
ବର୍ତ୍ତମାନ ଅମାଲକେୀଯ ଓ କିଣାନୀଯମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭମାନେେ ଫରେି ଲୋହିତ ସାଗର ପଥଦଇେ ମରୁଭୂମି ଗମନ କରିବା ଉଚିତ୍।
କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶକ୍ସ୍ଟଣିଲ ନାହିଁ କାହିଁକି? ତୁମ୍ଭେ ଚାହିଁଲ ସେ ଲକ୍ସ୍ଟଟଦ୍ରବ୍ଯ ଗକ୍ସ୍ଟଡିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଅଟେ।
ପରମେଶ୍ବରଙ୍କର ଆତ୍ମା ଜିଖରିଯଙ୍କ ଉପରେ ଅବତରଣ କଲେ। ଯିହାୟୋଦାରଦା ଯାଜକ ଜିଖରିଯଙ୍କ ପିତା ଥିଲେ। ଜିଖରିଯ ଲୋକମାନଙ୍କ ସମ୍ମୁଖ ରେ ଛିଡ଼ା ହେଲେ ଓ କହିଲେ, ପରମେଶ୍ବର ଏହା କହନ୍ତି : ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ଯ ହବୋ ନିମନ୍ତେ ଅଗ୍ରାହ୍ଯ କରୁଛ ? ତୁମ୍ଭମାନେେ କୃତକାର୍ୟ୍ଯ ହବେ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ଯାଗ କରିଅଛନ୍ତି !'
ପରମେଶ୍ବରଙ୍କ ଦଣ୍ଡ ରେ ସମାନେେ ମୃତ୍ଯୁବରଣ କରନ୍ତି। ପରମେଶ୍ବରଙ୍କ କୋର୍ଧ ରେ ସମାନେେ ଧ୍ବଂସ ହୁଅନ୍ତି।
ଆଉ ତୁମ୍ଭେ ମିଶରରୁ ମଧ୍ଯ ବାହାରି ୟିବ ଓ ଲଜ୍ଜ୍ଯା ରେ ତୁମ୍ଭେ ଆପଣା ମୁହଁ ଲୁଚାଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରିଅଛନ୍ତି। ତୁମ୍ଭମାନେେ ସମାନଙ୍କେ ସାହାୟ୍ଯ ଦ୍ବାରା ଉନ୍ନତି କରିପାରିବ ନାହିଁ।
ପୁଣି ସେ ସିଦିକିଯକୁ ବାବିଲକୁ ଘନେିୟିବ। ଆମ୍ଭେ ଯେ ପର୍ୟ୍ଯନ୍ତ ତାକୁ ଶାସ୍ତି ନ ଦଇେଛୁ ସେ ପର୍ୟ୍ଯନ୍ତ ସେ ସଠାେ ରେ ରହିବ।' ଆଉ ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ କଲଦୀଯମାନଙ୍କ ସହିତ ୟୁଦ୍ଧ କଲେ ହେଁ କୃତକାର୍ୟ୍ଯ ହବେ ନାହିଁ।