ହିତୋପଦେଶ 25:9 · ଓଡ଼ିଆ ବାଇବେଲ
ଯଦି ପ୍ରତିବେଶୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀଯତାକୁ ପ୍ରକଟ କର ନାହିଁ।
Cross references
ହିତୋପଦେଶ 11:13
କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।
ହିତୋପଦେଶ 20:19
ଯେ ଖଚୁଆ ହାଇେ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା' ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ। ଯେ ଗପିବାକୁ ଭଲ ପାଏ।
ମାଥିଉଲିଖିତ ସୁସମାଚାର 18:5
ଯେଉଁଲୋକ ମାେ ନାମ ରେ ଏହିଭଳି ଗୋଟିଏ େଛାଟ ପିଲାକୁ ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ।