Home Bibles ଯିହୋଶୂୟ 21:28 · ଓଡ଼ିଆ ବାଇବେଲ
ଯିହୋଶୂୟ 21:28 · ଓଡ଼ିଆ ବାଇବେଲ

ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,

Cross references

ଯିହୋଶୂୟ 19:12

ପକ୍ସ୍ଟଣି ସାରୀଦରକ୍ସ୍ଟ ପୂର୍ବ ଦିଗ ରେ ଫରେି କିଶ୍ଲୋତ୍-ତାବୋରର ସୀମା ପର୍ୟ୍ଯନ୍ତ ଲାଗିଥିଲା। ଏହି ସୀମା ଦାବରତକକ୍ସ୍ଟ ଲାଗି ୟାଫିଯ ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 19:20

ରାଦ୍ଦୀତ୍, କିଣିଯୋନ ଓ ଏବସ୍।

ପ୍ରଥମ ବଂଶାବଳୀ 6:72

ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମାେତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ।

Interlinear

Choose Theme