ଯିହୋଶୂୟ 21:29 · ଓଡ଼ିଆ ବାଇବେଲ
ୟମୂର୍ତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
Cross references
ଯିହୋଶୂୟ 10:3
ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।
ଯିହୋଶୂୟ 10:23
ତେଣୁ ଯିହାଶୂେୟର ଲୋକମାନେ ସେ ପାଞ୍ଚଜଣ ରାଜାଙ୍କକ୍ସ୍ଟ ଗକ୍ସ୍ଟମ୍ଫା ମଧ୍ଯରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସମାନେେ ଥିଲେ ୟିରକ୍ସ୍ଟଶାଲମର, ହିବ୍ରୋଣର, ୟମୂର୍ତର, ଲାଖୀଶର ଏବଂ ଇଗ୍ଲୋନର ରାଜାମାନେ।
ଯିହୋଶୂୟ 12:11
ଯର୍ମୂତର ରାଜା 1, ଲାଖୀଶ୍ର ରାଜା 1
ଯିହୋଶୂୟ 19:21
ରମେତ୍ ଐନ୍-ଗନ୍ନୀମ୍ ଐନ୍ ହଦ୍ଦା ଓ ବୈଥ୍ ପତ୍ ସେସ୍।