Home Bibles ଯିହୋଶୂୟ 19:12 · ଓଡ଼ିଆ ବାଇବେଲ
ଯିହୋଶୂୟ 19:12 · ଓଡ଼ିଆ ବାଇବେଲ

ପକ୍ସ୍ଟଣି ସାରୀଦରକ୍ସ୍ଟ ପୂର୍ବ ଦିଗ ରେ ଫରେି କିଶ୍ଲୋତ୍-ତାବୋରର ସୀମା ପର୍ୟ୍ଯନ୍ତ ଲାଗିଥିଲା। ଏହି ସୀମା ଦାବରତକକ୍ସ୍ଟ ଲାଗି ୟାଫିଯ ପର୍ୟ୍ଯନ୍ତ ଥିଲା।

Cross references

ଯିହୋଶୂୟ 19:22

ଏସବୁର ସୀମା ତାଙ୍କର ତାବୋର ଶହତ୍ସୀସ୍ ଓ ବୈଥ୍ଶମେଣ ପର୍ୟ୍ଯନ୍ତ ଥିଲା। ୟର୍ଦ୍ଦନ ସମାନଙ୍କେ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମତେ ଏହି ଷୋଳଟି ନଗର ସମାନଙ୍କେର ଅଧିନ ରେ ଥିଲା।

ଯିହୋଶୂୟ 21:28

ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,

ବିଚାରକର୍ତାମାନଙ୍କ ବିବରଣ 4:6

ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

ବିଚାରକର୍ତାମାନଙ୍କ ବିବରଣ 4:12

କହେି ଜଣେ ସୀଷରାକକ୍ସ୍ଟ କହିଲେ, ଯେ ବାରକ୍ ଅବିନଯମର ପକ୍ସ୍ଟତ୍ର ତାବୋର ପର୍ବତ ଉପରକକ୍ସ୍ଟ ଗଲେ।

ପ୍ରଥମ ବଂଶାବଳୀ 6:72

ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମାେତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ।

ଗୀତସଂହିତା 89:12

ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।

Interlinear

Choose Theme