Home Bibles ଯିହୋଶୂୟ 20:4 · ଓଡ଼ିଆ ବାଇବେଲ
ଯିହୋଶୂୟ 20:4 · ଓଡ଼ିଆ ବାଇବେଲ

ଏହି କଥା ଜଣେ ପଳାଯନକାରୀ ନିଶ୍ଚିତ କରିବ। ନିଜ ସହରରକ୍ସ୍ଟ ପଳାଯନ କରୁଥିବା ଜଣେ ଲୋକ ନଗରର ପ୍ରବେଶ ଫାଟକ ପର୍ୟ୍ଯନ୍ତ ଦୌଡି ସଠାେରେ ବନ୍ଦ କରିବା ଉଚିତ୍। ତା ପ୍ରତି କଣ ଘଟିଲା ସେ ନିହାତି ମୂଖ୍ଯ ଲୋକମାନଙ୍କୁ କହିବ। ତା'ପରେ ମୂଖ୍ଯମାନେ ତାକକ୍ସ୍ଟ ନଗର ରେ ପ୍ରବେଶ କରିବାକୁ ଅନକ୍ସ୍ଟମତି ଦବେେ। ସମାନେେ ତାକକ୍ସ୍ଟ ସମାନଙ୍କେ ମଧିଅରେ ବାସ କରିବାକୁ ସ୍ଥାନ ଦଇପୋରନ୍ତି।

Cross references

ରୂତର ବିବରଣ 4:1

ବୋୟଜ ନଗର ଦ୍ବାରକକ୍ସ୍ଟ ଗଲା ଏବଂ ସଠାେରେ ବସିଲା, ସେ କହିଥିବା ନିକଟ ସଐର୍କୀଯକକ୍ସ୍ଟ ଯାଉଥିବାର ଦେଖିଲା। ତେଣୁ ସେ ତାହାକକ୍ସ୍ଟ ଡାକି କହିଲେ, ଆସ ଏବଂ ଏହିଠା ରେ ବସ! ତେଣୁ ସେ ଲୋକଟି ଆସିଲା ଓ ସହେିଠା ରେ ବସିଲା।

ଆୟୁବ ପୁସ୍ତକ 5:4

ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।

ଆୟୁବ ପୁସ୍ତକ 29:7

ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।

ଗୀତସଂହିତା 26:9

ହେ ସଦାପ୍ରଭୁ, ମାେତେ ସହେି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମାେତେ ସହେି ହତ୍ଯାକାରୀମାନଙ୍କ ସହିତ ମାର ନାହିଁ।

ହିତୋପଦେଶ 31:23

ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ।

ଯିରିମିୟ 38:7

କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।

ଏବ୍ରୀ 6:18

ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।

Interlinear

Choose Theme